ଦୀପିକାଙ୍କ ଦମଦାର ଲୁକ ଭାଇରାଲ

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ପାଦୁକୋନ୍ ତାଙ୍କର ନୂଆ ଲୁକ୍ ପାଇଁ ହଇଚଇ ସୃଷ୍ଟି କରିଛନ୍ତି । ପ୍ରଥମ ଦିନରୁ ଦୀପିକାଙ୍କୁ ଭିନ୍ନ ଭିନ୍ନ ଆଉଟଫିଟରେ ଦେଖିବାପାଇଁ ମିଳୁଛି ।

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ପାଦୁକୋନ୍ ତାଙ୍କର ନୂଆ ଲୁକ୍ ପାଇଁ ହଇଚଇ ସୃଷ୍ଟି କରିଛନ୍ତି । ପ୍ରଥମ ଦିନରୁ ଦୀପିକାଙ୍କୁ ଭିନ୍ନ ଭିନ୍ନ ଆଉଟଫିଟରେ ଦେଖିବାପାଇଁ ମିଳୁଛି । କାନ୍ସରୁ ସେ ନିଜ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଥାନ୍ତି ।

deepika

ଦୀପିକା ବର୍ତ୍ତମାନ କାନ୍ସ ରେଡ କାର୍ପେଟରେ ଏକ କଳା ଏବଂ ସୁବର୍ଣ୍ଣ ବଡିକୋନ ଗାଉନରେ ନିଜର ଅନ୍ଦାଜ ଦେଖାଇଛନ୍ତି । ଫିଲ୍ମ ଏଲଭିସ୍ ସ୍କ୍ରିନିଂ ପାଇଁ ଅଭିନେତ୍ରୀ ଏହି ଗାଉନରେ ରେଡ୍ କାର୍ପେଟ୍ ନଜର ଆସିଥିଲେ । ରେଡ କାର୍ପେଟରେ ଦୀପିକାଙ୍କର ଏହି ନୂଆ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଦର୍ଶକ। ଏହି ଫଟୋରେ ଦୀପିକା ପାଦୁକୋନ୍ ଅଫ୍ ସୋଲ୍ଡର ଫ୍ଲୋରାନ ଗାଉନ ପିନ୍ଧିଛନ୍ତି।
ଦୀପିକା ଏକ ଜୁରି ସଦସ୍ୟ ଭାବରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ମେ 28 ପର୍ଯ୍ୟନ୍ତ ଜାରି ରହିବ । ଆଜି କାନ୍ସ ଫିଲ୍ମ ଫେଷ୍ଟର ନବମ ଦିନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+