'ପୁଷ୍ପା-୨'ରେ ଏହି କ୍ରିକେଟରେ ଆସିବେ ନଜର

David Warner Cameo In Pushpa 2: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ଖେଳାଳି ଡେଭିଡ ୱାର୍ନର ରହିଛନ୍ତି ଟ୍ରେଣ୍ଡରେ । ତାଙ୍କର ଗୋଟିଏ ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏକ ଡନ୍ ପରି ଦିଶୁଛନ୍ତି ଏବଂ ସେ ସୁଟିଂ କରୁଥିବାର ନଜର ଆସୁଛନ୍ତି । ଅନେକ ଲୋକ ଦାବି କରୁଛନ୍ତି ଯେ ଏହା ହେଉଛି ପୁଷ୍ପା ୨: ଦ ରୁଲର ଦୃଶ୍ୟ । କୁହାଯାଉଛନ୍ତି ଯେ ଡେଭିଡ ୱାର୍ଣ୍ଣର ଏହି ସାଉଥ୍ ଚଳଚ୍ଚିତ୍ରରେ କ୍ୟାମିଓ କରିବା ପାଇଁ ଯାଉଛନ୍ତି ।

ହେଲେ ଏହି ଖବର ପଛରେ କୌଣସି ସତ୍ୟତା ନାହିଁ, ଏହା ଏକ ଫେକ୍ ନ୍ୟୁଜ୍ । ଡେଭିଡ ୱାର୍ନର 'ପୁଷ୍ପା ୨'ରେ ନୁହେଁ ବରଂ ଦକ୍ଷିଣ ଅଭିନେତା ନିତିନଙ୍କ ଏକ ଫିଲ୍ମରେ ଏଣ୍ଟ୍ରି କରିବା ପାଇଁ ଯାଉଛନ୍ତି । ଏହା ସତ୍ୟ ଯେ ଡେଭିଡ ୱାର୍ନର ଫିଲ୍ମ 'ପୁଷ୍ପା'ର ଜଣେ ବଡ଼ ପ୍ରଶଂସକ । ଆପଣ ତାଙ୍କ ଇନଷ୍ଟାଗ୍ରାମରେ 'ପୁଷ୍ପା' ପ୍ରତି ତାଙ୍କର ଉତ୍ସାହ ଦେଖିପାରିବେ, କିନ୍ତୁ ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ଖବର ସମ୍ପୂର୍ଣ୍ଣ ଭୁଲ୍।

ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ ଦେଖିବା ପରଠାରୁ ଡେଭିଡ ୱାର୍ଣ୍ଣର ଏହି ଚଳଚ୍ଚିତ୍ରର ଦିୱାନା ହୋଇଯାଇଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି ସେ ଲେଖିଥିଲେ ଯେ ସେ ଉତ୍ସାହର ସହିତ ଏହି ସିନେମା ଅପେକ୍ଷାରେ ଅଛନ୍ତି ।

Pushpa 2
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+