Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦିନରେ ଫିଲ୍ମ 'Crew' ଏତିକି କୋଟିର ଆୟ କରି ରଚିଲା ଇତିହାସ

Crew Worldwide Collection Day 1: କରୀନା କପୁର, କ୍ରିତି ସାନନ୍ ଏବଂ ତବୁଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କ୍ରୁ' ସିନେମା ଘରରେ ରିଲିଜ୍ ହୋଇଯାଇଛି । ଟିଜର ଏବଂ ଟ୍ରେଲର୍ ପରି ଫିଲ୍ମକୁ ମଧ୍ୟ ବେଶ୍ ପ୍ରଶଂସା ମିଳୁଛି । ଏହା ସହ ପ୍ରଥମ ଦିନରେ ସିନେମାଟି କିଛି ଫିଲ୍ମର ରେକର୍ଡ ବ୍ରେକ୍ କରିବା ସହ ନୂଆ ରେକର୍ଟ ସୃଷ୍ଟି କରିଛି । ଓପନିଂ ଡେରେ ଫିଲ୍ମ 'କ୍ରୁ' ଆୟ କରିଛି । ତେବେ ଆଗକୁ ମଧ୍ୟ ସିନେମାଟି ଭଲ୍ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନରେ 'କ୍ରୁ' ପ୍ରାୟ ୧୦କୋଟି ଟଙ୍କା ଆୟ କରିଥିବାବେଳେ ଏହି ଫିଲ୍ମ ସାରା ବିଶ୍ୱରେ ୨୦ କୋଟି ଟଙ୍କାର ବ୍ୟବସାୟ କରିଛି । 'କ୍ରୁ'ର ଷ୍ଟାର୍ କାଷ୍ଟ୍ ଫିଲ୍ମର ପ୍ରଥମ ଦିନର ଆୟ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ନିଜ ଖୁସି ଫ୍ୟାନ୍ସଙ୍କ ସହ ସେଲିବ୍ରେଟ୍ କରିଛନ୍ତି । ତେବେ ଏହି ପୋଷ୍ଟ ଅନୁସାରେ, ଫିଲ୍ମ ପ୍ରଥମ ଦିନରେ ୨୦.୦୭କୋଟି ଟଙ୍କାର worldwide ବ୍ୟାପୀ ବ୍ୟବସାୟ କରିଛି। ଏହା ସହ ଚଳଚ୍ଚିତ୍ରଟି ଇତିହାସ ସୃଷ୍ଟି କରିଛି ଏବଂ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି ।

Crew Worldwide Collection

'କ୍ରୁ'ରେ ତବୁ, କରୀନା କପୁର ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ତେବେ ଏହା ଏକ ମହିଳା କେନ୍ଦ୍ରିକ ଚଳଚ୍ଚିତ୍ର ଯାହା ରିଲିଜର ପ୍ରଥମ ଦିନର ଭଲ ଆୟ କରିଛି । ପୁରା ବିଶ୍ୱରେ ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିଛି କେବେ 'କ୍ରୁ' ସର୍ବାଧିକ ଆୟ କରିଥିବା ମହିଳା ଲିଡ୍ ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଉଦଘାଟନୀ ଦିନ ୯.୨୫ କୋଟି ଟଙ୍କା ରୋଜଗାର କରିଛି । ଏହା ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯାହା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+