ଦେଖନ୍ତୁ ରଣବୀର ସିଂ ଏବଂ ଦୀପିକାଙ୍କ ନୂଆ ଘରର ପ୍ରଥମ ଝଲକ ,ଯାହାର ମୂଲ୍ୟ ପ୍ରାୟ ୧୧୯ କୋଟି ଟଙ୍କା
Check out the first glimpse of Ranveer Singh and Deepika's new house, which worth around Rs 119 crores.ଦେଖନ୍ତୁ ରଣବୀର ସିଂ ଏବଂ ଦୀପିକାଙ୍କ ନୂଆ ଘରର ପ୍ରଥମ ଝଲକ ,ଯାହାର ମୂଲ୍ୟ ପ୍ରାୟ ୧୧୯ କୋଟି ଟଙ୍କା
ମୁମ୍ବାଇ: ବଲିଉଡର ଲୋକପ୍ରିୟ କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋଣ । ଏହି ଷ୍ଟାର କପଲ ଖୁବ ଶିଘ୍ର କିଙ୍ଗ୍ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି । ନିକଟରେ ରଣବୀର ସିଂ ବାନ୍ଦ୍ରାରେ ଏକ ଆଲିଶାନ୍ ଫ୍ଲାଟ୍ କଣିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧୧୯ କୋଟି ଟଙ୍କା । ଯାହାର ଅଭିନେତା ୭.୧୩ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇସାରିଛନ୍ତି । ରଣବୀରଙ୍କ ଘର ପାଖରେ ହିଁ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବଙ୍ଗଳା ରହିଛି ।

ଏବେ ପ୍ରଥମ ଥର ରଣବୀର ଓ ଦୀପିକାଙ୍କର ଘରର ଝଲକ ଦେଖିବା ପାଇଁ ମିଳିଛି ।ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ବଡ ବିଲ୍ଡିଂରେ ନିର୍ମାଣ ଚାଲିଛି ଯାହାକୁ ରଣବୀର ଦୀପିକାଙ୍କ ଘର ବୋଲି କୁହାଯାଉଛି ।
ସୂଚନା ରହିଛି ଯେ ରଣବୀର ଏହି ଆପାର୍ଟମେଣ୍ଟକୁ ୧୧୯ କୋଟିରେ କିଣିଛନ୍ତି ।ତେବେ ରଣବୀରଙ୍କର ଆପାର୍ଟମେଣ୍ଟ ଟାୱାରର ୧୬, ୧୭, ୧୮ ଏବଂ ୧୯ ମହଲାରେ ଅବସ୍ଥିତ । ଏହାର ସମୁଦାୟ ୧୧,୨୬୬ ବର୍ଗଫୁଟ ଏବଂ ୧୩୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ଟେରାସ୍ ରହିଛି । ରଣବୀର ସିଂଙ୍କୁ ଏହି ଡିଲ୍ ଅଧୀନରେ ୧୯ଟି ପାର୍କିଂ ସ୍ଥାନ ମିଳିଛି।
More From
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications