Get Updates
Get notified of breaking news, exclusive insights, and must-see stories!

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଆରମ୍ଭ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମଙ୍ଗଳବାରରୁ ଆରମ୍ଭ ହୋଇସାରିଲାଣି । ଏହା ମେ 28 ପର୍ଯ୍ୟନ୍ତ ଚାଲିବ ।

କାନ୍ସ: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମଙ୍ଗଳବାରରୁ ଆରମ୍ଭ ହୋଇସାରିଲାଣି । ଏହା ମେ 28 ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ କାନ୍ସରେ ଅନୁଷ୍ଠିତ ହୋଇଥାଏ । 1946 ମସିହାରେ ଆରମ୍ଭ ହୋଇଥିଲା । ଏଥିରେ, ବିଶ୍ବର ବିଭିନ୍ନ ସ୍ଥାନରୁ ମନୋନୀତ ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀଗୁଡିକର ପ୍ରିଭ୍ୟୁ କରାଯାଏ ।

cannes film fest
୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ପୂର୍ବାପେକ୍ଷା ଆହୁରି ଭଲ ହେବ। ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି।
cannes

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ଜୁରି ସଦସ୍ୟ ଭାବରେ ଏହି ସମାରୋହରେ ଅଂଶଗ୍ରହଣ କରିଛନ୍ତି ।ଏହା ବ୍ୟତୀତ ଏହି ଉତ୍ସବରେ ଲୋକ ସଂଗୀତ ଏବଂ ଭାରତୀୟ ସଙ୍ଗୀତ ମଧ୍ୟ ଶୁଣାଯିବ । ଚଳିତ ବର୍ଷ ବଲିଉଡ ଅଭିନେତା ଆର ମାଧବନଙ୍କ ଚଳଚ୍ଚିତ୍ର 'ରକେଟ୍ରି' - ଦ ନମ୍ବି ଇଫେକ୍ଟର ବିଶ୍ୱ ପ୍ରିମିୟର୍ ମଧ୍ୟ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+