Get Updates
Get notified of breaking news, exclusive insights, and must-see stories!

ଏମିତି ବି ଆସେ ମୃତ୍ୟୁ ! ଲାଇଭ କନସର୍ଟରେ ଗାୟକ କେ.କେଙ୍କ ଦେହାନ୍ତ

ଲାଇଭ କନସର୍ଟରେ ଗାୟକ କେ.କେଙ୍କ ମୃତ୍ୟୁ । କୋଲକାତାରେ ଏକ ଲାଇଭ କନସର୍ଟରେ ଗୀତ ଗାଉଥିବା ବେଳେ ଚାଲିଗଲା ଜୀବନ ।

କୋଲକତା: ପରଲୋକରେ ଗାୟକ କେ. କେ । ଲାଇଭ ପ୍ରଦର୍ଶନ ବେଳେ ଟଳି ପଡ଼ିଲେ ଗାୟକ । ଗତ ତିନି ଦଶନ୍ଧି ମଧ୍ୟରେ ଭାରତୀୟ ସଙ୍ଗୀତପ୍ରେମୀଙ୍କୁ ଅନେକ ହିଟ୍ ଗୀତ ଦେଇଥିବା ଗାୟକ କେ.କେ 53 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ।

SINGER kk

କୋଲକାତାରେ ଏକ ଲାଇଭ ଶୋ ଚାଲିଥିବା ବେଳେ ସେ ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କେ.କେଙ୍କର ପ୍ରଥମ ଆଲବମ୍ 1999 ରେ ମୁକ୍ତିଲାଭ କରିଥିଲା। ବଲିଉଡରେ ଅନେକ ହିଟ୍ ସଙ୍ଗୀତ ଗାଇଛନ୍ତି ଏହି ଗାୟକ। ହମ୍ ଦିଲ ଦେ ଚୁକେ ସନମ , ତଡପ ତଡପ, ଦସ ବାହନେ ଗୀତ ଖୁବ୍ ଲୋକ ପ୍ରିୟ ହୋଇଥିଲା। କେ.କେ ଦିଲ୍ଲୀ ରେ ଜନ୍ମ ଗ୍ରହଣ କରିଥିଲେ। ଲାଇଭ ଶୋ ପାଇଁ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+