୫୪ ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ

୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି ।ମୁକୁଲ ଦେବ ଅଭିନେତା ରାହୁଲ ଦେବଙ୍କ ସାନ ଭାଇ ।

ତେବେ ଟିଭି ଏବଂ ସିନେମା ଜଗତରେ ବେଶ ଜଣାଶୁଣାଥିଲେ ମୁକୁଲ ଦେବ । ସନ୍ ଅଫ୍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲ ଦିୱାନା, ପ୍ୟାର୍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍ କଭି କଭି ୟାର, ୱାଜୁଦ ଭଳି ସିନେମାରେ ଅଭିନୟ କରିଛନ୍ତି ମୁକୁଲ ।

bollywood actor Mukul Dev dies at 54
୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ୧୯୯୬ ମସିହାରୁ ନିଜ ଅଭିନୟ ଜୀବନ ଆରମ୍ଭ କଲେଣି । କେବଳ ହିନ୍ଦୀ ନୁହେଁ ମାଲାୟଲମ୍, କନ୍ନଡ, ତେଲୁଗୁ ସିନେମାରେ ବି ସେ ଅଭିନୟ କରିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+