Get Updates
Get notified of breaking news, exclusive insights, and must-see stories!

Bigg Boss 16: ଫ୍ୟାନ୍ସଙ୍କୁ ଲାଗିଲା ଝଟକା, ଫାଇନାଲ୍ ପୂର୍ବରୁ ଘରୁ ବାହାରିଲେ ଟିନା ଦତ୍ତା!

Bigg Boss 16: ଫାଇନାଲ୍ ପୂର୍ବରୁ ଟେଲିଭିଜନର ବୋହୂ ରିଆଲିଟି ସୋରୁ ହୋଇଛନ୍ତି ଆଉଟ୍ । ଏହି ଅଭିନେତ୍ରୀଙ୍କର ସଫର ହେଲା ଅନ୍ତ ।

Bigg Boss 16

Bigg Boss 16:ବିଗ୍ ବସ ୧୬, ଫାଇନାଲ୍ ରେଜଲ୍ଟ ଆସିବା ପାଇଁ ଆଉ ମାତ୍ର କିଛି ଦିନର ଅପେକ୍ଷା । ଦିନ ବିତିବା ସହ ପ୍ରତିଯୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ବର୍ତ୍ତମାନ ବିଗ୍ ବସ ୧୬କୁ ନେଇ ରହିଛି ଏକ ଚକିତ କଲା ପରି ଖବର । ଏହି ଖବର ଶୁଣିବା ପରେ ଅନେକ ଫ୍ୟାନ୍ସଙ୍କୁ ଝଟକା ମଧ୍ୟ ଲାଗିଛି ।

ଫାଇନାଲ୍ ପୂର୍ବରୁ ଟେଲିଭିଜନର ବୋହୂ ରିଆଲିଟି ସୋରୁ ହୋଇଛନ୍ତି ଆଉଟ୍ । ଆଜ୍ଞା ହଁ ଆମେ ଏଠି ଟିନା ଦତ୍ତାଙ୍କ ବିଷୟରେ ଆଲୋଚନା କରୁଛୁ । ପ୍ରଥମେ ତାଙ୍କୁ ଜଣେ ସ୍ଟ୍ରଙ୍ଗ୍ ପ୍ରତିଯୋଗୀ ଭାବରେ ବିବେଚନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ଟିନା ଦତ୍ତା ଏଲିମିନେଟ୍ ହୋଇଯାଇଛନ୍ତି ।

'ଉତରନ'ଫେମ୍ ଟିନା ଦତ୍ତା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । 'ବିଗ୍ ବସ୍' ଘରେ ଶାଲିନଙ୍କ ସହ ଟିନାଙ୍କ ବନ୍ଧୁତା ବୃଦ୍ଧି ପାଇଥିଲା ହେଲେ ପରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଏପରିକି ଦୁହେଁ ଗୋଟେ ସ୍ଥାନରେ ବସିବା ପାଇଁ ମଧ୍ୟ ପସନ୍ଦ କରୁ ନଥିଲେ । ହେଲେ ଟିନା ଲୋକଙ୍କୁ ବେଶ୍ ମନୋରଞ୍ଜନ କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,ଏହି ସପ୍ତାହରେ ଟିନା ଦତ୍ତା, ଶାଲିନ୍ ଭନୋଟ, ପ୍ରିୟଙ୍କା ଚୌଧୁରୀ ଏବଂ ଶିବ ଠାକରେଙ୍କୁ ନୋମିନେଟ୍ କରାଯାଇଥିଲା । ବାକି ପ୍ରତିଯୋଗୀମାନଙ୍କ ତୁଳନାରେ ଟିନା ସର୍ବନିମ୍ନ ସଂଖ୍ୟକ ଭୋଟ୍ ପାଇ ବିଗ୍ ବସ ୧୬ ଘରୁ ଆଉଟ୍ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+