'ବିଗ୍ ବସ୍ ୧୬'ରେ ରିକ୍ସା ଚାଳକଙ୍କ ଝିଅ ମାନ୍ୟା ସିଂ ! ମିସ୍ ଇଣ୍ତିଆ ୨୦୨୦ର ରନର୍ସ ଅପ୍ ରହିସାରିଛନ୍ତି

'ବିଗ୍ ବସ୍ ୧୬' ନଜର ଆସିବେ ରିକ୍ସା ଚାଳକଙ୍କ ଝିଅ ମାନ୍ୟା ସିଂ ! ମିସ୍ ଇଣ୍ତିଆ ୨୦୨୦ର ରନର୍ସ ଅପ୍ ରହିସାରିଛନ୍ତି

ମୁମ୍ବାଇ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ସଲମାନଙ୍କ ଶୋ' 'ବିଗ୍ ବସ୍ ୧୬' । ଯାହାକୁ ନେଇ ଦର୍ଶକ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଏହା ସହ ଶୋ'ରେ ଯୋଗ ଦେବା ପାଇଁ ଯାଉଥିବା କିଛି ସେଲିବ୍ରିଟିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଥର କାନିକା ମନ, ଏବଂ ଦିବ୍ୟଙ୍କା ତ୍ରିପାଠୀ, କରଣ ରଟେଲ, ଫୈଜଲ୍ ଖାନ୍, ଜନ୍ନତ ଜୁବେର, ଏବଂ ମୁନାୱାର୍ ଫାରୁକିଙ୍କ ନାଁକୁ ନେଇ ଆଲୋଚନା ଜୋର ଧରିଛି ।

Manya Singh

ଏହାରି ମଧ୍ୟରେ ଆଉ ଏକ ହସିନାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମିସ୍ ଇଣ୍ତିଆ ୨୦୨୦ର ରନର୍ସ ଅପ୍ ମାନ୍ୟା ସିଂ 'ବିଗ୍ ବସ୍ ୧୬' ଆସିପାରନ୍ତି ନଜର । ଯଦି ଖବର ପଛରେ କିଛି ସତ୍ୟତା ରହିଥାଏ ତେବେ ଏଥର ଶୋ'ରେ କିଛି ଡିଫରେଣ୍ଟ ଦେଖିବେ ଦର୍ଶକ । ଏହି ଖବରକୁ ନିଶ୍ଚିତ କରିଛି ଲାଟେଷ୍ଟ ଲି । ହେଲେ ଏପର୍ଯ୍ୟନ୍ତ ମାନ୍ୟତାଙ୍କ ଠାରୁ କୌଣସି ସୂଚନା ମିଳି ନାହିଁ । ସୂଚନାଅନୁସାରେ, ମାନ୍ୟତା ସିଂ ଉତ୍ତରପ୍ରଦେଶର ଜଣେ ରିକ୍ସା ଚାଳକଙ୍କ ଝିଅ । ସେ ମିସ୍ ଇଣ୍ତିଆ ୨୦୨୦ର ରନର୍ସ ଅପ୍ ରହିସାରିଛନ୍ତି । ହେଲେ ଗ୍ଲାମର ଜଗତରେ ଏଣ୍ଟ୍ରି କରିବା ତାଙ୍କ ପାଇଁ ନିଶ୍ଚୟ କଷ୍ଟକର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+