Get Updates
Get notified of breaking news, exclusive insights, and must-see stories!

ବିଗ୍ ବସ୍ ୧୬: ଜାଣନ୍ତୁ ପ୍ରତି ଏପିସୋଡ୍ ପାଇଁ କେତେ ଚାର୍ଜ କରନ୍ତି ଅବଦୁ

ବିଗ୍ ବସ୍ ୧୬: ଜାଣନ୍ତୁ ପ୍ରତି ଏପିସୋଡ୍ ପାଇଁ କେତେ ଚାର୍ଜ କରନ୍ତି ଅବଦୁ

ମୁମ୍ବାଇ: ବିଗ୍ ବସ୍ ୧୬ର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅବଦୁ ରୋଜିକ୍ ମଧ୍ୟ ଅନ୍ୟତମ । ଶୋ'ରେ ପ୍ରତ୍ୟକ ପ୍ରଶଂସକ ତାଙ୍କୁ ଖୁବ ଭଲ ପାଆନ୍ତି । କିଛି ବୃତ୍ତିଗତ ପ୍ରତିଶ୍ରୁତି ପାଇଁ ଅବଦୁଙ୍କୁ କିଛି ଦିନ ପାଇଁ ଶୋ'ରୁ ବାହାରକୁ ଯିବାକୁ ପଡିଥିଲା, କିନ୍ତୁ ଅବଦୁ ପୁଣି ବିଗ୍ ବସ୍' ଘରକୁ ଫେରିଛନ୍ତି ।

Abdu Rozik

ସଲମାନ ଖାନଙ୍କ ସହ ଏକ ଫିଲ୍ମରେ ନଜର ଆସିବେ ଅବଦୁ
ଅନ୍ୟପକ୍ଷରେ ଅବଦୁ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ଅବଦୁଙ୍କ ଭୂମିକା ବିଷୟରେ ଅଧିକ ସୂଚନା ନାହିଁ, କିନ୍ତୁ ସଲମାନ ଖାନ ଏବଂ 'ଛୋଟ ଭୋଇଜାନ' ଅର୍ଥାତ୍ ଅବଦୁ ରୋଜିକ୍ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ଅବଦୁଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସିର କଥା ନିଶ୍ଚୟ । ଏବଂ ବେଶ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଏବେ ଛୋଟେ ଭାଇଜାନଙ୍କ ପ୍ରଶଂସକ ।


'ବିଗ୍ ବସ୍ ୧୬' ପାଇଁ କେତେ ଟଙ୍କା ପାଉଛନ୍ତି ଅବଦୁ ?
ଅବଦୁ ରୋଜିକ୍ ବିଗ୍ ବସ୍ ୧୬ ପାଇଁ ପ୍ରତି ସପ୍ତାହରେ ୨.୫ ରୁ ୪ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଚାର୍ଜ କରୁଛନ୍ତି । ସେହିପରି ବଲିଉଡ ଡେବ୍ୟୁ ପାଇଁ ଅବଦୁ କେତେ ଚାର୍ଜ କରୁଛନ୍ତି ତାହାର କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ । ତେବେ ସଲମାନଙ୍କ ସହ ଅବଦୁଙ୍କୁ ଏକାଠି ବଡପରଦାରେ ଦେଖିବା ପାଇଁ ଏବଂ ତାଙ୍କ ଅଭିନୟ ଦକ୍ଷତା ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+