ରିଲିଜ୍ ହେଲା ବିଗ୍ ବିଙ୍କ ଚେହେରା: ଶୁଣାଇଲେ କବିତା

ରିଲିଜ୍ ହୋଇଛି ମେଗାଷ୍ଟାର୍ ଅମିତାଭ୍ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ଚଳଚିତ୍ର ଚେହେରେ । ବିଗ୍ ଙ୍କ ସହ ଏଥିରେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଛନ୍ତି ଇମ୍ରାନ୍ ହାସମୀ । ଚଳିତ ମାସ ୨୭ରେ ରିଲିଜ୍ ହୋଇଥିବା ଏହି ସସପେନ୍ସ ଥ୍ରିଲର୍ ସାଉଁଟିଛି ଫ୍ୟାନମାନଙ୍କ ପ୍ରଶଂସା ।

Big B

ଫିଲ୍ମ ରିଲିଜ୍ ହେବା ଅବସରରେ ବିଗ୍ ବି ଏକ ସୁନ୍ଦର କବିତା ପଢ଼ିଛନ୍ତି । ଚେହରେର କିଛି ସୁନ୍ଦର ଡାଏଲଗକୁ ବିଗ୍ ବି ପଢ଼ିଛନ୍ତି ତାଙ୍କ ନିଆରା ଅନ୍ଦାଜ । ଟ୍ରାଡିସନାଲ୍ ଗେଟ୍ ଅପରେ ଶୁଣାଇଥିବା ଏହି ଡାଏଲଗ୍ ଗୁଡ଼ିକକୁ ଖୁବ୍ ପସନ୍ଦ କରିଛନ୍ତି ମେଗାଷ୍ଟାର୍ଙ୍କ ଫ୍ୟାନ୍ ।

ବଲିଉଡର ପ୍ରସିଦ୍ଧ ନିଦେ୍ର୍ଧଶକ ରୁମି ଜାଫ୍ରିଙ୍କ ଦ୍ୱାରା ନିର୍ଦ୍ଦେଶୀତ ଚେହରେ ମୁଭିରେ ଚେହରେ ମୁଭିରେ ଅନୁ କପୁର, କିଷ୍ଟିଲ୍ ଡି'ସୌଜା, ଧ୍ରୀତିମାନ୍ ଚାଟର୍ଜି, ରଘୁନାଥ ଯାଦବ, ସିଦ୍ଧାନ୍ତ କାପୁରଙ୍କ ସମେତ ଅଭିନୟ କରିଛନ୍ତି ରିଆ ଚକ୍ରବର୍ତି । ସିନେମା ଘରେ ମୁକ୍ତିଲାଭ କରିଥିବା ଏହି ଚଳଚିତ୍ରରେ ଭରି ରହିଛି ପାୱାର ପ୍ୟାକ୍ଡ ଡାଏଲଗ୍ । ଦମ୍ଦାର ଅଭିନୟ ସାଙ୍ଗକୁ ମୁଭିର ଜବରଦସ୍ତ୍ କାହାଣୀକୁ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+