Get Updates
Get notified of breaking news, exclusive insights, and must-see stories!

ଠକାମିର ଶିକାର ହେଲେ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା

Actress Bidushmita :ଠକାମିର ଶିକାର ହେଲେ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା

ଭୁବନେଶ୍ୱର:ଠକାମିର ଶିକାର ହେଲେ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା । ଅଭିନେତ୍ରୀଙ୍କ ୧୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ।ଏକ ରିଅଲ ଇଷ୍ଟେଟ କମ୍ପାନୀ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ବିଦୁସ୍ମିତା ।

bidusmits

ଅଭିନେତ୍ରୀଙ୍କ ମା'ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ଦୁଇଟି ଡୁପ୍ଲେକ୍ସ କିଣିବା ପାଇଁ ପାଇସା ଦେଇଥିଲେ । ଥର ଥର କରି କିସ୍ତିରେ ୨୫ ଲକ୍ଷ ଟଙ୍କା ଦେଇଥିଲେ । ତେବେ ୨୦୧୯ରେ ପୂର୍ବରୁ ଅଭିନେତ୍ରୀ ବିଦୁସ୍ମିତା ୧୫ ଲକ୍ଷ ଦେଇଥିୂବା ବେଳେ ତାଙ୍କ ମା'ଘର ବାବଦରେ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଏପରିକି ଜାଗା ମଧ୍ୟ ଫାଇନାଲ୍ ହୋଇସାରିଥିଲା । ହେଲେ ପରବର୍ତ୍ତି ସମୟରେ ବିଳମ୍ବ ହେବାଥିବାରୁ କମ୍ପାନୀଠୁ କିଛି ପଇସା ଫେରାଇ ଆଣିଥିଲେ । ହେଲେ ଏବେ ବି ୧୫ ଲକ୍ଷ ଟଙ୍କା ଫସିରହିଛି । ଗତ ଫେବ୍ରୁଆରୀରେ ଖଣ୍ତଗିରି ଥାନାରେ ଅଭିଯୋଗ ପରେ ୩ ମାସ ଭିତରେ ପଇସା ଫେରାଇ ଦେବ ବୋଲି ପୋଲିସ ସାମ୍ନାରେ କମ୍ପାନୀ କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ମଧ୍ୟରେ ୬ ମାସ ବତିଯାଇଥିଲେ ମଧ୍ୟ ଟଙ୍କା ଫେରି ପାଇନାହଁନ୍ତି ଅଭିନେତ୍ରୀ ବିଦୁସ୍ମିତା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+