Get Updates
Get notified of breaking news, exclusive insights, and must-see stories!

ଶେଷରେ ପୁଅର ମୁହଁ ଦେଖାଇଲେ ଭାରତୀ ,ଭାଇରାଲ ହେଲା ଫଟୋ

Bharti-Haarsh Reveal Their Son Gola's Faceସାମ୍ନାକୁ ଆସିଲା ଭାରତୀଙ୍କ ପୁଅର ଫଟୋ

ମୁମ୍ବାଇ:ଶେଷରେ କମେଡି କୁଇନ୍ ଭାରତୀ ଓ ହର୍ଷ ନିଜ ଫ୍ୟାନ୍ସଙ୍କୁ ଦେଖାଇଲେ ପୁଅ ଲକ୍ଷ୍ସ ତଥା ଗୋଲାର ମୁହଁ । କ୍ୟୁଟନେସ୍ ପ୍ରତିଯୋଗିତାରେ ଗୋଲା ଅନ୍ୟ ଷ୍ଟାରଙ୍କ ପିଲାମାନଙ୍କୁ ଦେଉଛନ୍ତି କଡା ଟକ୍କର । ଅନେକ ଦିନ ଅପେକ୍ଷା ପରେ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିଜ ପୁଅ ଲକ୍ଷ୍ସଙ୍କ ସୁନ୍ଦର ଚେହେରାକୁ ପ୍ରଶଂସକଙ୍କୁ ଦେଖାଇଲେ । ଟେଲିଭିଜନ ଦୁନିଆର ରାଜ କରୁଥିବା ହର୍ଷ ଓ ଭାରତୀଙ୍କ ପପୁଲାରିଟି ବଢିବାରେ ଲାଗିଛି । ଟେଲିଭିଜନ ଶୋ'ରୁ ହିଁ ଉଭୟଙ୍କର ପ୍ରେମ ଆରମ୍ଭ ହୋଇଥିଲା ।ତେବେ ଚିଳିତ ଏପ୍ରିଲ ମାସରେ ଭାରତୀ ଓ ହର୍ଷଙ୍କ ଜୀବନରେ ପାଦ ଦେଇଥିଲେ ଲକ୍ଷ୍ସ । ପିଲାଟି ଜନ୍ମ ପରେ ବେଶ୍ ଖୁସ ଥିଲେ ଭାରତୀ ଓ ହର୍ଷ ।ନିଜ ପୁଅ ଗୋଲାର ଚେହେରା ସେ ୩ମାସରେ ଦେଖାଇବେ ବୋଲି ଫ୍ୟାନ୍ସଙ୍କୁ ସୂଚନା ମଧ୍ୟ ଦେଇଥିଲେ ଭାରତୀ ।ନିକଟରେ ଭାରତୀଙ୍କ ପୂଅର ନକଲି ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

bharti

ତେବେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାରତୀ ଓ ହର୍ଷ ପ୍ରଥମ ଥର ଭିଡିଓ ଜରିଆରେ ପୁଅ ଗୋଲାର ପ୍ରଥମ ଲୁକ୍ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି । ଭାରତୀ ଏବଂ ହର୍ଷଙ୍କ ପୁଅ ଲକ୍ଷ୍ସ ଲିମ୍ବାଚିୟାଙ୍କୁ ତିନି ମାସ ପୂରିଯାଇଛି । ଏହି ଅବସରରେ ଦୁହେଁ ପ୍ରଥମ ଥର ପୁଅର ଚେହେରା ମଧ୍ୟ ଦେଖାଇଥିଲେ। ପ୍ରଶଂସକମାନେ ଗୋଲାକୁ ଦେଖିବାକୁ ବହୁତ ଇଚ୍ଛା କରୁଥିଲେ । ଯାହା ପୂରଣ କରିଛନ୍ତି ଭାରତୀ ଓ ହର୍ଷ । ଗୋଲାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଗୋଲାଙ୍କୁ ସୋସିଆଲ ମିଡିଆରେ ବେଶ ପ୍ରସଂସା ଓ ଭଲ ପାଇବା ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+