ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ ମୃତ
କେରଳୀ ଅଭିନେତ୍ରୀଙ୍କ ପରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ । ଅଭିନେତ୍ରୀଙ୍କ ବାସଭବନ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।
କୋଲକାତା: କେରଳୀ ଅଭିନେତ୍ରୀଙ୍କ ପରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ । ଅଭିନେତ୍ରୀଙ୍କ ବାସଭବନ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି । ରହସ୍ୟ ଘେରରେ ରହିଛି ଏହି ମୃତ୍ୟୁ ଘଟଣା । ଅଭିନେତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପଲ୍ଲବୀଙ୍କ ମୃତ୍ୟୁ ଖବର କୋ-ଷ୍ଟାର ଏବଂ ପ୍ରଶଂସକଙ୍କୁ ଚକିତ କରିଛି ।
ଟିଭି ଶୋ' 'ମୋନ ମୋନ ନା' ରେ ଏକାଠି କାମ କରିଥିବା ସହ-କଳାକାର ଅନମିତ୍ରା ବତାବ୍ୟାଲ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଦୁଇ ଦିନ ପୂର୍ବରୁ ପଲ୍ଲବୀଙ୍କ ସହ କଥା ହୋଇଥିଲେ । ସେ ଏହି ଖବର ଶୁଣି ବିଶ୍ବାସ କରିପାରୁନଥିବା କହିଛନ୍ତି । ମେ 12 ରେ ଟେଲିଭିଜନ ଶୋ' ପାଇଁ ସେମାନେ ସୁଟିଂ କରିଥିଲେ ଏବଂ ପରେ ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ । ଏହି ଖବରକୁ ସେ ବିଶ୍ବାସ କରିପାରିନାହାନ୍ତି ବୋଲି କହିଛନ୍ତି ।
ଅଭିନେତ୍ରୀ ପଲ୍ଲବୀ ଏହି ଶୋ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଯେଉଁଥିରେ ସାମ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତ୍ରୀ ଅଞ୍ଜନା ବସୁ ଶୋ'ରେ ନକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି । ପଲ୍ଲବୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ତାଙ୍କର ସହକର୍ମୀ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications