ନୂଆ ରୂପରେ ବର୍ଷା, ମହାମାରୀ ସମୟରେ ମନ ଜିଣୁଛନ୍ତି ଓଲିଉଡ କୁଇନ

ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀସହାୟକଙ୍କ ମଧ୍ୟରେ ଶୁକ୍ରବାର ଭୁବନେଶ୍ୱର ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।

ଭୁବନେଶ୍ବର: ରିଲ ଲାଇଫରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବେ ରିୟଲ ଲାଇଫରେ ମଧ୍ୟ ପ୍ରଂଶାସା ସାଉଣ୍ଟୁଛନ୍ତି । ମହାମାରୀ ସମୟରେ ଗରିବ ଦୁଖିରଙ୍କିଙ୍କୁ ସାହାଯ୍ୟର ହାତ ବଢାଇ ସେ ଏବେ ଚର୍ଚ୍ଚାରେ । ଭୁବନେଶ୍ୱର ଏବଂ କଟକ ମଧ୍ୟରେ ତାଙ୍କର ସମାଜ କଲ୍ୟାଣକାରୀ ଅନୁଷ୍ଠାନ ସମ୍ମାନିତା ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବର୍ଷା ।

Barsha Priyadarshini

ଆଜି ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ସହାୟକଙ୍କୁ ସହଯୋଗର ହାତ ବଢ଼େଇଲେ ଓ-ଟାଉନ ଅଭିନେତ୍ରୀ । କରୋନା ମାହାମରୀର ଦ୍ୱିତୀୟ ଲହରୀର ଭୟଙ୍କର ପରିସ୍ଥିତି କାରଣରୁ ରୋଜଗାର କରିବାକୁ ସଂଘର୍ଷ କରୁଥିବା ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀସହାୟକଙ୍କ ମଧ୍ୟରେ ଶୁକ୍ରବାର ଭୁବନେଶ୍ୱର ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି । ହିତାଧିକାରୀ ଯାତ୍ରୀସହାୟକ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହି କଠିନ ସମୟରେ ସେମାନଙ୍କ ବିଷୟରେ ଚିନ୍ତା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଠାରେ ସୂଚନାଥାଉକି, କିଛି ଦନ ତଳେ ବର୍ଷା ସୁନ୍ଦରପଦା ବସ୍ତିରେ ଅଞ୍ଚଳରେ ଲୋକମାନଙ୍କୁ 30ରୁ ଉର୍ଦ୍ଧ୍ୱ ପରିବାରକୁ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ ।

Barsha Priyadarshini

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+