ଘର ସାମ୍ନାରେ ଭିଡ଼ ଯୋଗୁ ବାହାରକୁ ବାହାରି ପାରୁନାହୁଁ: ଅପରାଜିତା ମହାନ୍ତି
Babushan-Trupti Case: ଘର ସାମ୍ନାରେ ଭିଡ଼ ଯୋଗୁ ବାହାରକୁ ବାହାରି ପାରୁନାହୁଁ: ଅପରାଜିତା ମହାନ୍ତି
ଭୁବନେଶ୍ୱର: ବାବୁସାନ୍-ତୃପ୍ତି -ପ୍ରକୃତି ବିବାଦର ଏବେ ଅନ୍ତ ହେବାକୁ ବସିଲାଣି । ଆପସ ବୁଝାମଣାରେ ସମସ୍ୟାର ସମାଧାନ ହୋଇଛି । ଖୁବ ଶିଘ୍ର ପତ୍ନୀ ତୃପ୍ତି ବାବୁସାନଙ୍କ ନାଁରୁ ଥାନରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ଅଭିନେତା ରବି ମିଶ୍ର । ହେଲେ ଏବେ ବି ବାବୁସାନଙ୍କ ଘର ସାମ୍ନାରେ ଦେଖିବା ପାଇଁ ମିଳୁଛି ଭଡ଼ । ଯେଉଁଥି ପାଇଁ ପରିବାରକୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡୁଛି । ଶେଷରେ ମା'ଅପରାଜିତା ଏକ ଭିଡଓ ପୋଷ୍ଟ କରି ସମସ୍ତ ମିଡିଆକୁ ଧନ୍ୟବାଦ ଜଣାଇବା ସହ ଫ୍ୟାନ୍ସ, ଓ ଗଣମାଧ୍ୟକୁ ଘର ସାମ୍ନାରେ ଭିଡ଼ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ତେବେ ଆଠ ଦିନ ଧରି ଘର ବାହାରେ ଭିଡ଼ ଲାଗିଥିବାରୁ ଲୋକେ ମଧ୍ୟ ସମସ୍ୟା ପଡୁଛନ୍ତି । ଏପରିକି ସ୍ବାମୀ ଉତ୍ତମ ମହାନ୍ତି ଓ ଭିଣୋଇ ଅସୁସ୍ଥ ଅଛନ୍ତି କେତେବେଳେ ମଧ୍ୟ ତାଙ୍କୁ ଡାକ୍ତରଖାନ ନେବାକୁ ପଡିପାରେ ଏପରିସ୍ଥିତିରେ ଘର ବାହାରେ ଭିଡ଼ ଥିଲେ ତାଙ୍କୁ ଅସୁବିଧା ହୋଇପାରେ ବୋଲି କହିଛନ୍ତି ଅପରାଜିତା ମହାନ୍ତି । ବାବୁସାନ୍-ତୃପ୍ତି ମଧ୍ୟରେ ଏବେ ସବୁ ଠିକ୍ ଅଛି । ଗତକାଲି ବାବୁସାନଙ୍କ ଜନ୍ମଦିନରେ ତାଙ୍କ ଶ୍ବଶୁର ସାମିଲ ହୋଇଥିଲେ । ଯାହା ଦର୍ଶାଉଛି ଉଭୟଙ୍କ ମଧ୍ୟରେ ଏବେ ସବୁଠିକ୍ ଅଛି ବୋଲି କହିଛନ୍ତି ଅଭିନେତା ରବି ମିଶ୍ର ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications