ତେଜସ୍ୱୀ ପ୍ରକାଶ ଓ କରଣ କୁନ୍ଦ୍ରାଙ୍କ ରୋମାଣ୍ଟିକ ଗୀତ ରିଲିଜ୍ ,ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷଲ

Baarish Aayi Hai Song OUT ,ତେଜସ୍ୱୀ ପ୍ରକାଶ ଓ କରଣ କୁନ୍ଦ୍ରାଙ୍କ ରୋମାଣ୍ଟିକ ଗୀତ ରିଲିଜ୍

ମୁମ୍ବାଇ: 'ବିଗ୍ ବସ୍ ୧୫'ର ବିଜେତା ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ସୋ' ନାଗିନ୍ ପାଇଁ ଆଜି କାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ଶୋ'ର ଲୋକପ୍ରିୟତା ସହିତ ତେଜସ୍ୱୀଙ୍କ ପପୁଲାରିଟି ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏଥି ସହିତ କରଣ କୁନ୍ଦ୍ରାଙ୍କ ସହ ତାଙ୍କ ପ୍ରେମର ଚର୍ଚ୍ଚା ତ ଲାଗିରହିଥାଏ । ଏହି ରୋମାଣ୍ଟିକ କପଲଙ୍କୁ ଏକାଠି ଦେଖିବା ପାଇଁ ବା କିଏ ନ ଚାହିଁ ।କରଣ -ତେଜସ୍ୱୀ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଭେଟି । ତେଜସ୍ୱୀ ଏବଂ କରଣଙ୍କ ଗୀତ ' Baarish Aayi Hai' ରିଲିଜ ହୋଇଛି। ଏହା ଏକ ରୋମାଣ୍ଟିକ୍ ଟ୍ରାକ୍ ଯେଉଁଥିରେ ଉଭୟଙ୍କର କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ।

tejran

'Baarish Aayi Hai'ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ ଉପରେ ଚିତ୍ରିତ ହୋଇଛି । ୩ ମିନିଟ୍ ୪୯ ସେକେଣ୍ଡର ଏହି ଗୀତ ରିଲିଜ୍ ପରେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଗୀତଟି ମଧ୍ୟ ଖୁବା ଭାଇରାଲ ହେବାରେ ଲାଗିଛି ।ଏହି ଗୀତରେ କଣ୍ଠ ଦାନ କରିଛନ୍ତି ଷ୍ଟେବିନ୍ ଓ ଶ୍ରେୟା ଘୋଷଲ
ରିଲିଜ୍ ହେବାର ଅଳ୍ପ ସମୟ ମଧ୍ୟରେ ଏହି ଗୀତରେ ୨ ଲକ୍ଷରୁ ଅଧିକ ଭ୍ୟୁଜ୍ ହୋଇସାରିଲାଣି ।


ତେବେ ୨୦୧୫ରେ ଆସିଥି ଶୋ ସ୍ୱରାଗିନି ଶୋ'ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ ।ଏହା ବ୍ୟତିତ ସେ ଅନେକ ଲୋକ ପ୍ରିୟ ଟେଲିଭିଜନ ଶୋ'ରେ ମଧ୍ୟ ସେ କାମ କରିସାରିଛନ୍ତି ।ଗିଗ୍ ବସ ଶୋ'ରୁ ହିଁ କରଣ ଓ ତେଜସ୍ୱୀଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଏହି ଯୋଡ଼ିକୁ ଏକାଠି ଦେଖି ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି ।ଖୁବ ଶିଘ୍ର ଦୁହେଁଙ୍କର ଗୀତ 'Baarish Aayi Hai' ହିଟ୍ ଲିଷ୍ଟରେ ସାମିଲ ହେବା ପାଇଁ ଯାଉଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+