ବିବାହ ଗୁଜବ ଉପରେ ମୁଁହ ଖୋଲିଲେ ଆଥିୟା
ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆଥିୟା ଶେଟ୍ଟୀ। ବିବାହକୁ ନେଇ ଖବର ଏହିପରି ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ଆଥିୟା ଓ ରାହୁଲ କେବେ ଏହି ବିଷୟରେ ସର୍ବସାଧାରଣରେ କୌଣସି ସୂଚନା ଦେଇନଥିଲେ। ଆଜି ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଆଥିୟା ।
ହାଇଦ୍ରାବାଦ: ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆଥିୟା ଶେଟ୍ଟୀ। ବିବାହକୁ ନେଇ ଖବର ଏହିପରି ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ଆଥିୟା ଓ ରାହୁଲ କେବେ ଏହି ବିଷୟରେ ସର୍ବସାଧାରଣରେ କୌଣସି ସୂଚନା ଦେଇନଥିଲେ। ଆଜି ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଆଥିୟା ।

କେ.ଏଲ୍ ରାହୁଲ ଏବଂ ଆଥିୟା ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅଭିନେତ୍ରୀ ଆଥିୟା ଶେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ମୋତେ ଆଶା ଅଛି କି 3 ମାସ ମଧ୍ୟରେ ହେବାକୁ ଥିବା ବିବାହକୁ ଆମନ୍ତ୍ରଣ କରାଯିବ।
ପୂର୍ବରୁ ବିବାହକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ଯେ, ଅଭିନେତ୍ରୀ ଖୁବ ଶୀଘ୍ର କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ।












Click it and Unblock the Notifications