Khatron Ke Khiladi 14: ରୋହିତ ସେଟ୍ଟୀଙ୍କ ସହ ଝଗଡ଼ା ପରେ ଶୋ'ରୁ ବାହାରିଲେ ଆସିମ୍ ରିଆଜ
Khatron Ke Khiladi 14: ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଷ୍ଟଣ୍ଟ ଆଧାରିତ ଶୋ 'Khatron Ke Khiladi'ର ୧୪ ତମ ଶୋ'କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଶୋ'ର ସୁଟିଂ ରୋମାନିଆରେ ଜାରି ରହିଛି । ଶୋ'ର ସମସ୍ତ ପ୍ରତିଯୋଗୀ ବିପଦ ସହ ଖେଳିବାକୁ ବିଦେଶରେ ପହଞ୍ଚିଛନ୍ତି।

ହଲେ ଏହି ଶୋ' ସହ ଆରମ୍ଭ ହୋଇଯାଇଛି ସେଲିବ୍ରିଟିଙ୍କ ଡ୍ରାମା । ପ୍ରତିଯୋଗୀ ଏବଂ ଶୋ'ର ହୋଷ୍ଟ ରୋହିତ ସେଟ୍ଟିଙ୍କ ସହ ଝଗଡ଼ାରେ ଅନେକ ଖବର ଏବେ ପ୍ରକାଶ ପାଉଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋହିତ ଶେଟ୍ଟୀଙ୍କ ସହ ଝଗଡ଼ା ପରେ ଶୋ'ରୁ ଜଣେ ପ୍ରତିଯୋଗୀଙ୍କୁ ବାହର କରିଦିଆ ଯାଇଛି ।
ଇଟାଇମ୍ସ ରିପୋର୍ଟ ଅନୁଯାୟୀ, 'Khatron Ke Khiladi 14' ତମ ସିଜନରେ ରୋହିତ ଶେଟ୍ଟୀଙ୍କ ସହ ତୀବ୍ର ଯୁକ୍ତିତର୍କ ପରେ ଅସୀମ ରିଆଜଙ୍କୁ ଶୋ'ଛାଡିବାକୁ କୁହାଯାଇଥିଲା । ରିପୋର୍ଟ ଅନୁଯାୟୀ, ଆସୀମ ଏକ ଷ୍ଟଣ୍ଟରେ ହାରିଯିବା ପରେ ତାଙ୍କ ସହ ହୋଷ୍ଟ ରୋହିତ ଶେଟ୍ଟୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଯୁକ୍ତିତର୍କ ହୋଇଥିଲା, ଯାହା ପରେ ତାଙ୍କୁ ଶୋ'ଛାଡିବା ପାଇଁ ନୋଟିସ୍ ଜାରି କରାଯାଇଥିଲା । ତେବେ ଏନେଇ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆସୀମ ରିଆଜଙ୍କୁ ବିଗ୍ ବସ୍ 13 ରେ ଦେଖିବା ପାଇଁ ମିଳିଥିଲା । ଏହି ଶୋ'ରେ ଆସୀମ ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ତାଙ୍କର ବନ୍ଧୁତା ଏବଂ ଉଭୟଙ୍କ ଝଗଡ଼ା ଚର୍ଚ୍ଚାକେ ରହିଥିଲା । ବିଗ୍ ବସ୍ 13 ରେ ଆସିମ ପ୍ରଥମ ରନର ଅପ୍ ହୋଇଥିବାବେଳେ ସିଦ୍ଧାର୍ଥ ଶୁକ୍ଲା ଏହି ଶୋ'ର ବିଜେତା ହୋଇଥିଲେ ।
ବିଗ୍ ବସ୍ 13 ପରେ, ଆସୀମଙ୍କୁ 'Khatron Ke Khiladi 14'ସହିତ ଟିଭିରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସିଜିନରେ ଶିଳ୍ପା ସିନ୍ଦେ, ସୁମୋନା ଚକ୍ରବର୍ତ୍ତୀ, କୃଷ୍ଣା ଶ୍ରଫ୍, ନିମ୍ରିତ୍ କୌର, ଆଦିତ୍ୟ ଶର୍ମା, ବିଗ୍ ବସ୍ 17 ପ୍ରତିଯୋଗୀ ଅଭିଷେକ କୁମାର, ଶାଲିନ୍ ଭନୋତ,












Click it and Unblock the Notifications