Get Updates
Get notified of breaking news, exclusive insights, and must-see stories!

ଭାଙ୍ଗିଲା ମଲାଇକା-ଅର୍ଜୁନଙ୍କ ସମ୍ପର୍କ, ଅଭିନେତା ନିଜେ କଲେ କନଫର୍ମ

Arjun Malaika Breakup: ବଲିଉଡର ଲୋକପ୍ରିୟ କପଲଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ଦୀର୍ଘ ସମୟ ଧରି ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ବର୍ତ୍ତମାନ ଦୁଇ ଷ୍ଟାରଙ୍କର ହୋଇଯାଇଛି ବ୍ରେକ୍ ଅପ୍ । ଶେଷରେ ଅର୍ଜୁନ କପୁର ନିଜେ ଏହି ଗୁଜବକୁ ନିଶ୍ଚିତ କରି କହିଛନ୍ତି ବର୍ତ୍ତମାନ ସେ ସିଙ୍ଗଲ୍ ଅଛନ୍ତି ।

Arjun Kapoor

ଅର୍ଜୁନ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର 'Singham Again'ର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏକ ଇଭେଣ୍ଟରେ ଅର୍ଜୁନଙ୍କ ସାମ୍ନାରେ ପାପାରାଜି ମଲାଇକାଙ୍କ ନାମ ଉଚ୍ଚ ସ୍ୱରରେ ଡାକିବା ଆରମ୍ଭ କରିଥିଲେ । ଭିଡ଼ ମଧ୍ୟରୁ କେହି ଜଣେ ପଚାରିଥିଲେ ମଲାଇକା ଜୀ କିପରି ଅଛନ୍ତି? ହେଲେ ଅର୍ଜୁନଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅର୍ଜୁନ କପୁର ଖୋଲାଖୋଲି ଭାବେ କହିଥିଲେ, 'ନା, ନା! ମୁଁ ବର୍ତ୍ତମାନ ସିଙ୍ଗଲ ଅଛି । ଏହି ଖବର ଶୁଣି ଉଭୟଙ୍କ ଫ୍ରେଣ୍ତସ୍ ଖୁବ୍ ଦୁଃଖିତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଉଭୟ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+