୩୭ ବର୍ଷରେ ଅନୁଷ୍କା ଶର୍ମା, ଏପରି ଫଟୋ କଲେ ସେୟାର
Anushka Sharma Birthday: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଗୁରୁବାର, ମେ ୧ ତାରିଖରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଅନେକ ପ୍ରଶଂସକ ଏବଂ ବନ୍ଧୁ ମଧ୍ୟ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅଭିନେତ୍ରୀ ଜଣକ ଏବେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶୁକ୍ରବାର ସକାଳେ, ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଜନ୍ମଦିନ ପାଳନର ଏକ ଝଲକ ମଧ୍ୟ ସେୟାର କରିଛନ୍ତି ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।













Click it and Unblock the Notifications