Get Updates
Get notified of breaking news, exclusive insights, and must-see stories!

ଜଣକୁ ଭଲ ପାଇ ବାହା ହୋଇଥିଲି, ତାଙ୍କଠୁ ଏମିତି ଆଶା କରିନଥିଲି: ଅନୁଭବ

ଆଜି କଟକ ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ହେଲେ ଆଜି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ ।

କଟକ: ବର୍ଷା ଅନୁଭବ ବିବାହ ବିଛେଦ ମାମଲାରେ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଆଜି କଟକ ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ହେଲେ ଆଜି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ ।

Anubhav Mohanty

ତେବେ ଆଜି କୋର୍ଟରୁ ବାହାରିବା ପରେ ଗଣମାଧ୍ୟମକୁ ଅନୁଭବଙ୍କ ବୟାନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବର୍ଷା ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ ବୋଲି ଅନୁଭବ କହିଛନ୍ତି । ଲୋକଙ୍କୁ କେମିତି ଅଣଦେଖା କରାଯାଏ ତାହା ବର୍ଷା ଭଲରେ ଜାଣିଛନ୍ତି ବୋଲ ସେ ଆହୁରି କହିଛନ୍ତି । ଜଣକୁ ଭଲ ପାଇ ବାହା ହୋଇଥିଲି, ତାଙ୍କଠୁ ଏମିତି ଆଶା କରିନଥିଲି ବୋଲି ଅନୁଭ କହିଛନ୍ତି ।

ସୂଚନାଯୋଗ୍ୟ ଷ୍ଟାର ଦମ୍ପତିଙ୍କ ପାରିବାରିକ କହଳ ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ଖୁବଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+