Get Updates
Get notified of breaking news, exclusive insights, and must-see stories!

ସରିଲା ନିର୍ବନ୍ଧ: ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଅନୁଭବ, ଜାଗୃତି

Odisha News: ଓଲିଉଡ ସୁପରଷ୍ଚାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କର ନିର୍ବନ୍ଧ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫ୍ୟାନ୍ସଙ୍କର ଲାଇକ ଓ କମେଣ୍ଟରେ ବର୍ଷା ହେଉଛି ।

Anubhav Mohanty And Jagrati Shukla

ଜାଗୃତି ଶୁକ୍ଳା ନିଜ ଇନଷ୍ଟାଗ୍ରାମରେ ଏନଗେଜମେଣ୍ଟର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଅନୁଭବଙ୍କୁ ନିଜ ବେଷ୍ଟ ଫ୍ରେଣ୍ତ ବୋଲି କହିଛନ୍ତି ।

Anubhav Mohanty And Jagrati Shukla

ସୂଚନା ଅନୁସାରେ, ରାଜ୍ୟ ବାହାରେ ଶୁକ୍ରବାର ଦିନ ଏକ ସ୍ଥାନରେ ଅନୁଭବ ଏବଂ ଜାଗୃତୀଙ୍କ ନିର୍ବନ୍ଧ ଶେଷ ହୋଇଛି ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧରେ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧି ହିଁ ଉପସ୍ଥିତ ଥିଲେ ।

ତେବେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଜାଗୃତିଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି ।

Anubhav Mohanty And Jagrati Shukla
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+