ସୋଶାଲ ମିଡିଆରେ ଇଣ୍ଟିମେଣ୍ଟ ଫଟୋ ସେୟାର କଲେ ଅଙ୍କିତା
ଇଣ୍ଟରନେଟରେ ସ୍ବାମୀଙ୍କ ସହ ଫଟୋ ସେୟାର କଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଭିକି ଜୈନଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ଅଙ୍କିତା ।
ମୁମ୍ବାଇ: ଇଣ୍ଟରନେଟରେ ସ୍ବାମୀଙ୍କ ସହ ଫଟୋ ସେୟାର କଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଭିକି ଜୈନଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ଅଙ୍କିତା । ଏହାପୂର୍ବରୁ ସୋସିଆଲ ମିଡିଆରେ ସେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି ।

ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ ରିୟଲିଟି ସୋ 'ସ୍ମାର୍ଟ ଯୋଡି'ରେ ନଜର ଆସିଛନ୍ତି। ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ବ୍ୟକ୍ତିଗତ ଜୀବନନେଇ ସେୟାର କରିବା ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ।
ଅଙ୍କିତା ତାଙ୍କ ସ୍ୱାମୀଙ୍କ ସହ ଏକ ଫଟୋସୁଟ୍ କରିଛନ୍ତି, ଯେଉଁଥିରେ ସେ କ୍ୟାମେରା ଆଗରେ ହଟ ପୋଜ୍ ଦେଇଛନ୍ତି। ଏହି ଫଟୋସୁଟରେ ଅଙ୍କିତା ବ୍ରାଉନ୍ ରଙ୍ଗର ଏକ ହାଇ ସ୍ଲିଟ୍ ଡ୍ରେସ ପିନ୍ଧିଥିବାବେଳେ ତାଙ୍କ ସ୍ୱାମୀ ଭିକି ଜୈନ ନୀଳ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।












Click it and Unblock the Notifications