'ବିଗ୍ ବସ୍ 17' ସରିବା ପରେ ସ୍ଵାମୀ ବିକି ଜୈନ୍ଙ୍କଠୁ ଅଲଗା ହୋଇଯିବେ ଅଙ୍କିତା !
Entertainment News: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସୋ 'ବିଗ୍ ବସ୍ 17' ରେ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜେନା ପ୍ରତିଦିନ ଝଗଡ଼ା ହେଉଥିବାର ଦେଖିବା ପାଇଁ ମିଳୁଛି । ଯାହାର ପ୍ରଭାବ ଉଭୟଙ୍କର ବ୍ୟକ୍ତିଗତ ଜୀବନ ଉପରେ ପଡୁଥିବା ଦେଖିବା ପାଇଁ ମିଳୁଛି। ଉଭୟଙ୍କ ମଧ୍ୟରେ ବଢିଥିବା ବିବାଦକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଲୋଚନା ହେଉଛି ଯେ ଏହି ଶୋ'ପରେ ଦୁହେଁ ପରସ୍ପରଠୁ ଅଲଗା ହୋଇପାରନ୍ତି ।

ଆଜ୍ଞା ହଁ ବିକିଙ୍କ ଉପରେ ରାଗିବା ପରେ ଅଙ୍କିକା ଏପରି କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ଶୁଣିବା ପରେ ତାଙ୍କ ପ୍ରଶଂସକ ଏବଂ ପରିବାରକୁ ଏକ ବଡ଼ ଝଟକା ଲାଗିପାରେ । ବାସ୍ତବରେ ଅଙ୍କିତା ଶୋ'ରେ କହିଛନ୍ତି ଯେ, ସେ ବର୍ତ୍ତମାନ ବିକିଙ୍କଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି। ଅଭିନେତ୍ରୀଙ୍କ ଏହି କଥାକୁ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଏବଂ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଜାଣାଇବା ପାଇଁ ଚାହିଁବୁ ଯେ, ଏହା କେବଳ ଅଙ୍କିତା ଶୋ ପାଇଁ କହିଛନ୍ତି, ବ୍ୟକ୍ତି ଗତ ଜୀବନକୁ ନେଇ ସେ ପର୍ଯ୍ୟନ୍ତ କୌଣସି ଏପରି କଥା କହି ନାହାଁନ୍ତି ।












Click it and Unblock the Notifications