ଗୁଜୁରାଟୀ ଚଳଚ୍ଚିତ୍ରରେ ନଜର ଆସିବେ ବିଗ୍ ବି

ନୂଆ ରୂପରେ ପରଦାକୁ ଆସିବେ ମେଗାଷ୍ଟାର ଅମିତାଭ ବଚ୍ଚନ । ଗୁଜୁରାଟୀ ଚରିତ୍ରରେ ଆଗାମୀ ପରିବାର-କେନ୍ଦ୍ରିକ କମେଡି 'ଫଖ୍ତ ମହିଲାଓ ମେଟ'ରେ ନଜର ଆସିବେ ବିଗ୍ ବି ।

ମୁମ୍ବାଇ: ନୂଆ ରୂପରେ ପରଦାକୁ ଆସିବେ ମେଗାଷ୍ଟାର ଅମିତାଭ ବଚ୍ଚନ । ଗୁଜୁରାଟୀ ଚରିତ୍ରରେ ଆଗାମୀ ପରିବାର-କେନ୍ଦ୍ରିକ କମେଡି 'ଫଖ୍ତ ମହିଲାଓ ମେଟ'ରେ ନଜର ଆସିବେ ବିଗ୍ ବି । ଏହି ଚଳଚ୍ଚିତ୍ରରେ ଗୁଜୁରାଟୀ ସୁପରଷ୍ଟାର୍ ୟଶ ସୋନି ଏବଂ ଦିକ୍ଷା ଯୋଶୀ ମଧ୍ୟ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଜୟ ବୋଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହାର ମୁଖ୍ୟ ଆକର୍ଷଣ ଆଉ କେହି ନୁହେଁ ବରଂ ସୁପରଷ୍ଟାର ଅମିତାଭ ବଚ୍ଚନ ହେବେ ।

Amitav bachhan

ପ୍ରାୟ 175ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଗୁଜରାଟୀ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଚ୍ଚନ ସାହବ। ନିର୍ମାତା ଆନନ୍ଦ ପଣ୍ଡିତଙ୍କ କହିବାନୁସାରେ, ଅମିତାଭ ବଚ୍ଚନ ତାଙ୍କର ପ୍ରିୟ ବନ୍ଧୁ ଏବଂ ଯେତେବେଳେ ସେ ସୁପରଷ୍ଟାରଙ୍କୁ ତାଙ୍କ ପରିବାର-କେନ୍ଦ୍ରିକ ଚଳଚ୍ଚିତ୍ରରେ ଏକ କ୍ୟାମୋ ନିଭାଇବେ ବୋଲି ପଚାରିଲେ, ବିଗ୍ ବି ତାଙ୍କୁ ତୁରନ୍ତ ହଁ କହିଥିଲେ । "ଅମିତ ଜୀ ବିନା କୌଣସି ପ୍ରୋଜେକ୍ଟ କଳ୍ପନା କରିବା ମୋ ପକ୍ଷେ କଷ୍ଟକର, ଯିଏ କି ବର୍ଷ ବର୍ଷ ଧରି ମୋର ବନ୍ଧୁ ଏବଂ ମାର୍ଗଦର୍ଶକ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+