ବିଗ୍ ବି ଅମିତାଭ ବଚ୍ଚନ ଦେବେ ୧୦ ଲକ୍ଷର ଫାଇନ୍ !
Amitabh Bachchan: ବିଗ୍ ବି ଅମିତାଭ ବଚ୍ଚନ ଦେବେ ୧୦ ଲକ୍ଷର ଫାଇନ୍ । ଏନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛନ୍ତି CAIT ଅର୍ଥାତ୍ The Confederation of All India Traders ।
ଆଜିକା ତାରିଖରେ ଅମିତାଭ ବଚ୍ଚନ ତାଙ୍କର ଏକ ଡାଏଲଗକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥି ପାଇଁ ତାଙ୍କର ଅସୁବିଧା ମଧ୍ୟ ବୃଦ୍ଧି ପାଇଛିଲ। ଫ୍ଲିପକାର୍ଡରେ ବ୍ରାଣ୍ତ ଆମ୍ବାସଡର ଅମିତାଭ ବଚ୍ଚନ ବର୍ତ୍ତମାନ ଫ୍ଲିପକାର୍ଡରେ ବିଗ୍ ବିଲିୟନ ଡେ ସେଲ୍ ଚାଲିଛି । ଯାହାକୁ ପ୍ରମୋଟ୍ କରୁଛନ୍ତି ବିଗ୍ ବି । ଫ୍ଲିପକାର୍ଡର ଆଡରେ ଅମିତାଭଙ୍କୁ ଦେଖିବା ପାଇଁ ମିଳୁଛି ଯେଉଁଥିରେ ସେ କହୁଛନ୍ତି, ଏତ ଶସ୍ତାରେ ମୋବାଇଲ୍ ଆପଣଙ୍କୁ ଅଫ୍-ଲାଇନ ମାର୍କେଟରେ ମିଳିପାରିବ ନାହିଁ । ଯାହା ପରେ ଦେଶର ଛୋଟ ବ୍ୟବସାୟୀଙ୍କ ମଧ୍ୟ ଅସନ୍ତୋସ ପ୍ରକାଶ ପାଇଛି ।

ସେମାନେ ଦାବି କରିଛନ୍ତି ଯେ, ବିଗ୍ ବିଙ୍କର ଏହି ଆଡ ପାଇଁ ତାଙ୍କୁ କ୍ଷତି ସହିବା ପାଇଁ ପଡୁଛି । ଫ୍ଲିପକାର୍ଡର ଏହି ଆଡ ପାଇଁ ଭାରତ ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଓ ସପ୍ଲାଏରଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଉଛି । ଛୋଟ ବ୍ୟବସାୟରେ ବାଧାପ୍ରାପ୍ତ ହେଉଛି ବୋଲି CAIT ଜେନେରାଲ ସେକ୍ରେଟାରୀ ପ୍ରବୀଣ ଖଣ୍ତେଲୱାଲ ଦାବି କରିଛନ୍ତି ।
ତେବେ ଗ୍ରାହକଙ୍କୁ ଭ୍ରମିକ କରିବା ଅଭିଯୋଗରେ ଫ୍ଲିପକାର୍ଡକୁ ଦଣ୍ତିତ କରାଯାଉ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କୁ ୧୦ ଲକ୍ଷ ଫାଇନ୍ ଦେବା ପାଇଁ ସେ ଦାବି ରଖିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କର କୌଣସି ମତାମତ ମିଳିପାରି ନାହିଁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications