ସ୍କୁଲ ଡ୍ରେସରେ ଏପରି ଦିଶୁଥିଲେ ବିଗ୍ ବି
Amitabh Bachchan: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସମୟ ସମୟ ନିଜ ଫ୍ୟାନ୍ସଙ୍କୁ ସେ ନିଜ ବିଷୟରେ ସମସ୍ତ ଅପଡେଟ୍ ଦିଅନ୍ତି । ଅନେକ ସମୟରେ ଅମିତାଭଙ୍କ ପୋଷ୍ଟ ବେଶ ଚର୍ଚ୍ଚାରେ ମଧ୍ୟ ରହିଥାଏ । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ଅନସିନ୍ ଫଟୋ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବା ଲାଗିଛି । ବାସ୍ତବରେ ଏହା ଅଭିନେତାଙ୍କ ବିଦ୍ୟାଳୟ ସମୟର ଫଟୋ ଅର୍ଥାତ୍ ପ୍ରାୟ ୭୦ ବର୍ଷ ପୁରୁଣା ଏହି ଫଟୋ ।

ଏହି ଫଟୋ ଅମିତାଭ ବଚ୍ଚନଙ୍କ ସ୍କୁଲ ସମୟର ଏହି ସମୟରେ ସେ ସ୍କାଉଟ୍ସରେ ଯୋଗ ଦେଇଥିଲେ । ଏହି ଫଟୋ ଆହ୍ଲାବାଦର ଏକ ବିଦ୍ୟାଳୟରେ, ଯେଉଁଠି ଅମିତାଭ ପାଠ ପଢୁଥିଲେ । ଏବଂ ତାଙ୍କ ଦଳ ଟିମ୍ ଜିତିବା ପରେ ଏହି ଫଟୋ କ୍ଲିକ୍ କରାଯାଇଥିଲା ।
ଅମିତାଭ ବଚ୍ଚନ ଦୁଇଟି ଫଟୋ ସେୟାର କରିଛନ୍ତି, ସେଥିମଧ୍ୟରୁ ଗୋଟିଏରେ ସେ ଏକା ଏହଂ ଅନ୍ୟଟିରେ ପୁରା ଦଳ ସହ ନଜର ଆସୁଛନ୍ତି ବିଗ୍ ବି । ଫଟୋ ସେୟାର ସେ ଲେଖିଛନ୍ତି 'ବଏ ସ୍କାଉଟ୍ସର ସେହି ସୁନ୍ଦର ପୁରୁଣା ଦିନ ..ସ୍ପେସାଲ ସ୍କାର୍ଫ୍ .. ବ୍ୟାଚ୍..। ଅଭିନେତାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଅମିତାଭ ବଚ୍ଚନ ସ୍କୁଲରୁ ବହୁତ ଆକ୍ଟିଭ୍ ଥିଲେ, ଏହା ପରେ ସେ କଲେଜରେ ମଧ୍ୟ ଅନେକ କାର୍ଯ୍ୟରେ ଭାଗ ନେଇଥିଲେ । ଏହା ଆମେ ନୁହେଁ ନିଜେ ବିଗ୍ ବି ଏକ ଶୋ'ରେ କହିଥିଲେ । ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରୁଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications