Get Updates
Get notified of breaking news, exclusive insights, and must-see stories!

ପୁଣି ଅସୁସ୍ଥ ଅମିତାଭ ବଚ୍ଚନ ! ଏହି ଡାକ୍ତରଖାନାରେ ହେଲେ ଭର୍ତ୍ତି

Amitabh Bachan Health Update: ବଲିଉଡ୍ ଅମିତାଭ ବଚ୍ଚନଙ୍କୁ ନେଇ ରହିଛି ଏକ ବଡ଼ ଖବର । ବିଗ୍ ବିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଅମିତାଭ ବଚ୍ଚନଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ସୂଚନା ରହିଛି ।

Amitabh Bachan
ଜାତିୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଭିନେତା ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହା ପରେ ତାଙ୍କ ସୋସଇଲା ମିଡିଆ ପୋଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, in gratitude ever...ଯାହା ପରେ ଆକଳନ କରାଯାଉଛି ଯେ, ସରଜରି ପରେ ସେ ନିଜ ଫ୍ୟାନ୍ସଙ୍କ ଭଲ ପାଇବା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବିଗ୍ ବି'ଙ୍କ ଏହି ପୋଷ୍ଟ ଉପରେ ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ମୁଁ ପ୍ରାର୍ଥନା କରୁଛି ଆରଣ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆମେ ଆଶା କରୁଛୁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଭେଟିବୁ । ଏପରି ଫ୍ୟାନ୍ସଙ୍କର ଅନେକ କମେଣ୍ଟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି । ସମସ୍ତ ଅମିତାଭଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛୁ ।

ତେବେ ଏହା ପୂର୍ବରୁ ୨୦୧୨ରେ ବିଗ୍ ବିଙ୍କ ସଂକ୍ରମିତ କିଡନିର ୭୫% ଅସ୍ତ୍ରୋପଚାର କରାଯାଇଥିଲା । ଯାହାର ପର ଦିନ ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ, ଉକ୍ତ ବର୍ଷ ତାଙ୍କ ସ୍ୱାସ୍ଥ୍ୟ ଖୁବ୍ ଅଧିକ ବିଗିଡି ଯାଇଥିଲା । ସେହିପରି ୨୦୧୮ରେ ସିନେମା 'ଠିଗ୍ସ ଅଫ୍ ହିନ୍ଦୁସ୍ତାନ'ର ଏକା ଆକ୍ସନ୍ ସିନର ସୁଟିଂ କଲା ବେଳେ ଅମିତାଭ ବଚ୍ଚନଙ୍କ କାନ୍ଧରେ ଆଘତ ଲାଗିଥିଲା । ସେହିପରି ୨୦୨୨ରେ ମଧ୍ୟ କେବିସି ୧୪ରୁ ସୁଟିଂ ସମୟପେ ଏକ ମେଟାଲ୍ ଖଣ୍ତରେ ଅମିତାଭଙ୍କ ଗୋଡର ଏକ ଶିରା କଟିଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+