ରଣବୀର ସିଂଙ୍କ ପାଇଁ ସପିଂ ମଲରେ ବିନା ପୋଷାକରେ ନଜର ଆସିଲେ ଆମାଣ୍ତା !
Ranveer Singh Magazine Controversy :ରଣବୀର ସିଂଙ୍କ ପାଇଁ ସପିଂ ମଲରେ ବିନା ପୋଷାକରେ ନଜର ଆସିଲେ ଆମାଣ୍ତା !
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ନଗ୍ନ ଫଟୋସୁଟ୍ ପରେ ତାଙ୍କୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା । ଏପରିକି ତାଙ୍କ ନାଁ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଥିଲା । ଇନ୍ଦୋରରେ ଅଭିନେତାଙ୍କ ପାଇଁ ପୋଷାକ ଦାନ ମଧ୍ୟ କରିଥିଲେ ଅନେକ ଲୋକ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ରଣବୀରଙ୍କ ନାଁ ରେ ଏଫଆଇଆର ରୁଜୁ ହେବା ସହ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା । ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ ହୋଇଥିଲା । ଏହା ସହ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଥିଲା । ଏହି ମାମଲାରେ ରଣବୀରଙ୍କୁ ଅନେକ କଳାକାର ସପୋର୍ଟ କରିଥିଲେ । ହେଲେ ଏବେ ରଣବୀରଙ୍କୁ ସପୋର୍ଟରେ ଜଣେ ମଡେଲ୍ । ମଡେଲ୍ ଜଣଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଅଭିନେତ୍ରୀ ତଥା ମଡେଲ୍ Amanda Cerny'ରଣବୀରଙ୍କୁ ସପୋର୍ଟ କରି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଭିଡିଓରେ ମଡେଲ୍ ଜଣକ ମଲ୍ ଭିତରେ ବିନା ପୋଷାକରେ ନଜର ଆସୁଛନ୍ତି । ପ୍ରଥନେ ଅଭିନେତ୍ରୀ ଜଣକ ଫୋନ୍ ରେ କଥା ହେବାର ଦେଖିବା ପାଇଁ ମିଳୁଛି ହେଲେ ପରବର୍ତ୍ତି ସୟରେ ସେ ନିଜର ସମସ୍ତ ପୋଷାକ ଖୋଲି ପୋଜ୍ ଦେଉଛନ୍ତି । ଭିଡିଓ ସେୟାର କରି Amanda Cerny ଲେଖିଛନ୍ତି ଜଷ୍ଟିସ୍ ଫର୍ ରଣବୀର ସିଂ ।
Justice for Ranveer?🫶😂 pic.twitter.com/GxSWPwxaOA
— Amanda Cerny (@AmandaCerny) July 29, 2022












Click it and Unblock the Notifications