ଆଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ 'ପୁଷ୍ପା ଦି ରୁଲ୍‌'ର ସୁଟିଂ ଆରମ୍ଭ ହେବାକୁ ଯାଉଛି, ସରିଲା ପୂଜା ସେରେମନି

Allu arjun's Superhit Movie " Pushpa:The Rule" Shooting To start Initial Ceremony Completed .ଆଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ 'ପୁଷ୍ପା ଦି ରୁଲ୍‌'ର ସୁଟିଂ ଆରମ୍ଭ ହେବାକୁ ଯାଉଛି, ସରିଲା ପୂଜା ସେରେମନି

ମୁମ୍ବାଇ: ପୁଷ୍ପା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବ ଶିଘ୍ର ଆସିବା ପାଇଁ ଯାଉଛି ଫିଲ୍ମ ପୁଷ୍ପାର ସିକ୍ୱେଲ୍ । ଆଲ୍ଲୁ ଅର୍ଜୁନ -ରଶ୍ମିକା ମନ୍ଦନାଙ୍କର ସୁପରହିଟ୍ ଫିଲ୍ମ ପୁଷ୍ପାର ପ୍ରଥମ ଭାଗ ସପୁହିଟ୍ ହୋଇଥିଲା । କେବଳ ଦେଶରେ ହିଁ ନୁହେଁ ବିଦେଶରେ ମଧ୍ୟ ଦେଖିବା ପାଇଁ ମିଳିଥିଲା ପୁଷ୍ପା କ୍ରେଜ୍ । ଫିଲ୍ମର ସଫଳତାକୁ ନଜରରେ ରଖି ନିର୍ମାତା ମାନେ ଏହି ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ 'ପୁଷ୍ପା-2 ଦି ରୁଲ୍‌ର' ର ସୁଟିଂ ଖୁବ ଶିଘ୍ର ଆରମ୍ଭ କରିବା ପାଇଁ ଯାଉଛନ୍ତି ।


ପୁଷ୍ପା ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ପାର୍ଟର ସୁଟିଂ ପୂର୍ବରୁ ପୂଜା ସମାରୋହରେଏହାର ଘୋଷଣା କରିଛନ୍ତି । ପୂଜାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅନେକ ଫ୍ୟାନ୍ସ ଏହି ଫଟୋକୁ ମଧ୍ୟ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିବା ଆରମ୍ଭ କରିଛନ୍ତି । ହିନ୍ଦୁ ଦେବା ଦେବୀଙ୍କ ଫଟୋ ରଖି ପୂଜା କରାଯାଇଥିଲା ।

puspa

ସୋସିଆଲ ମିଡିଆରେ ପୂଜା ସମାରୋହର ଫଟୋ ସେୟାର କରି ନିର୍ମାତା ମାନେ ଫିଲ୍ମର ସିକ୍ୱେଲ ବିଷୟରେ ସୂଚନା ଦେଇଥିଲେ । ଏହି ଖବରଟି ଆସିବା ପରେ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିଯାଇଛି । ନିର୍ମାତାମାନେ ପୋଷ୍ଟ ସେୟାର ଲେଖିଛନ୍ତି - ପୁଷ୍ପା ରାଜ୍‌ ଖୁବ୍ ଶିଘ୍ର ଫେରୁଛି । ଏହି ଫିଲ୍ମରେ ରଶ୍ମିକା ମନ୍ଦନା ପୁଣି ଥରେ ନଜର ଆସିବେ। ଏହି ଚଳଚ୍ଚିତ୍ର 2023 ଶେଷ ସୁଦ୍ଧା ମୁକ୍ତିଲାଭ କରିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+