Pushpa 2 The Rule: କ୍ଲାଇମାକ୍ସ ସିନ୍ ସୃଷ୍ଟି କଲା ଚହଳ, ବଢାଇଲା ଫ୍ୟାନ୍ସଙ୍କ ଉତ୍ସାହ

Pushpa 2 The Rule: ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା : ଦ ରୁଲ'କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଅଧିକ କ୍ରେଜ ରହିଛି । ନିକଟରେ ଫିଲ୍ମର ନିର୍ମାତାମାନେ ଏକ ବଡ ଅପଡେଟ୍ ଦେଇଥିଲେ ଯେଉଁଥିରେ ଫିଲ୍ମର କ୍ଲାଇମାକ୍ସର ସୁଟିଂ ଚାଲିଥିବାର ଦେଖିବା ପାଇଁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା ।

Pushpa 2

ଏହି କ୍ଲିପରେ ନିର୍ମାତାମାନେ ଫିଲ୍ମର ଏକ ଛୋଟ କ୍ଲାଇମାକ୍ସର ଝଲକ ଦେଖିବା ପାଇଁ ପାଇଥିଲେ । ଅଲୁ ଅର୍ଜୁନ ତାଙ୍କ ଫିଲ୍ମ 'ପୁଷ୍ପା ୨: ଦ ରୁଲର'ରେ ଜବରଦସ୍ତ ଭୂମିକାରେ ନଜର ଆସିବେ। କୁବାଯାଉଛି ଏହି ଫିଲ୍ମରେ ଆଲୁ ଅର୍ଜୁନଙ୍କ ଜବରଦସ୍ତ ଆକ୍ସନ ଅନ୍ଦାଜ ସମସ୍ତଙ୍କୁ ମତୁଆଲା କରିବ ।

ଫିଲ୍ମ ମେକର୍ସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଦର୍ଶକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି କରିଛି । ତେବେ ଏହି କ୍ଲିପରୁ ସ୍ପଷ୍ଚ ହେଉଛି ଯେ, ବର୍ତ୍ତମାନ ପୁଷ୍ପା 2'ର କ୍ଲାଇମାକ୍ସ ସିନର ସୁଟ୍ ଜାରି ରହିଛି । ଏହି ଫିଲ୍ମ 6 ଡିସେମ୍ବର 2024 ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି । ପୁଷ୍ପର ପ୍ରଥମ ଭାଗର ସଫଳତା ପରେ ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟ ବେଶ ଉତ୍ସାବ ଦେଖିବା ପାଇଁ ମିଳିଛି । ଆଲୁ ଅର୍ଜୁନଙ୍କ ଆକ୍ସନ ଅନ୍ଦାଜ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ରେ ସାରା ଦେଶରେ ମୁକ୍ତିଲାଭ କରିବ। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି 6 ଡିସେମ୍ବର 2024ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ନଜର ଆସିବେ । 2019 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପୁଷ୍ପାର ପ୍ରଥମ ଭାଗ ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି 1100 କୋଟିରୁ ଅଧିକର ବ୍ୟବସାୟ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+