ହାଇଦ୍ରାବାଦ ଚିକଡ଼ପଲ୍ଲୀ ଥାନାରେ ପହଞ୍ଚିଲେ ଆଲ୍ଲୁ ଅର୍ଜୁନ
Allu Arjun News: ହାଇଦ୍ରାବାଦ ଚିକଡ଼ପଲ୍ଲୀ ଥାନାରେ ପହଞ୍ଚିଲେ ଆଲ୍ଲୁ ଅର୍ଜୁନ । ସୋମବାର ଦିନ ଆଲ୍ଲୁ ଅର୍ଜୁନଙ୍କୁ ପଚରାଉଚରା ପାଇଁ ସମନ ଆଲ୍ଲୁ କରିଥିବା ହାଇଦ୍ରାବାଦ ପୋଲିସ । ପୁଷ୍ପା 2 ର ପ୍ରିମିୟର୍ ସମୟରେ ଥିଏଟରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ୧୧ ସମୟରେ ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ତାଙ୍କୁ ଗିରଫ କରାଯାଇଥିଲା ବର୍ତ୍ତମାନ ଆଲ୍ଲୁ ଅର୍ଜୁନ ଜାମିନରେ ଅଛନ୍ତି ।













Click it and Unblock the Notifications