ଅଲ୍ଲୁଙ୍କୁ ଜେଲ ନା ବେଲ୍! ଆଜି ଆସିବ ନିଷ୍ପତ୍ତି
Allu Arjun: ପୁଷ୍ପା-2 ସ୍କ୍ରିନିଂ ସମୟରେ ସନ୍ଧ୍ୟା ଥିଏଟର ବାହାରେ ଦଳାଚକଟା ମାମଲାରେ ଆଜି ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କୁ ଜାମିନ ଉପରେ ଶୁଣାଣି ହେବ । ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ ଆଲ୍ଲୁ । ଆଜି ୧୪ ଦିନିଆ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ଶେଷ ହେବ ଏବଂ ଆଜି ଏହି ମାମଲାର ପୁଣି କୋର୍ଟରେ ଶୁଣାଣି ହେବ ।













Click it and Unblock the Notifications