Get Updates
Get notified of breaking news, exclusive insights, and must-see stories!

'12th Fail'ପରେ 'ଅଲ୍ ଇଣ୍ତିଆ ରାଙ୍କ'କରିବ ବଲିଉଡରେ ରାଜ୍, ଟ୍ରେଲର ଜିଣିଲା ଦର୍ଶକଙ୍କ ମନ

All India Rank Trailer Out: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ '12th Fail' ଲୋକଙ୍କ ମନ ଜିଣିବା ସହ ସୁପରହିଟ୍ ପ୍ରମାଣିତ ହୋଇଛି । ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିବା ପରେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ମଧ୍ୟ ନିଜ ଯାଦୁ ଦେଖାଇଥିଲା । ସବୁ ବର୍ଗର ଲୋକେ ଏହି ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ ଏବଂ ଖାସ କରି ଏହାର କାହାଣୀ ସିନେପ୍ରେମୀଙ୍କୁ ଖୁବ୍ ଇମପ୍ରେସ କରିଥିଲା ।

ବର୍ତ୍ତମାନ ସମାନ କାହାଣୀକୁ ନେଇ ଆଉ ଫିଲ୍ମ ରିଲିଜ୍ ହେବା ପାଇଁ ଯାଉଛି । ଆଜ୍ଞା ହଁ ସିନେମା 'ଅଲ୍ ଇଣ୍ଡିଆ ରାଙ୍କ୍' ବର୍ତ୍ତମାନ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ବଲିଉଡ ଅଭିନେତା ବିକି କୌଶଲ ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫିଲ୍ମରେ ଆଇଆଇଟି ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କେତେ ପରିଶ୍ରମ କରିବା ପାଇଁ ପଡୁଛି ତାହାକୁ ନେଇ ସିନେମାର କାହାଣୀ ଗତିଶିଳ ।

All India Rank

OTTର ୱେବ୍ ସିରିଜ୍ 'ସିକ୍ରେଟ୍ ଗେମ୍ସ'ର ଲେଖକ ବରୁଣ ଗ୍ରୋଭର ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଏବଂ ଏହା ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର । ବିକି କୌଶଲ ଫିଲ୍ମ 'ମସାନ'ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ସେହି ଚଳଚ୍ଚିତ୍ରର ସ୍କ୍ରିନ୍ ପ୍ଲେ ବରୁଣ ଗ୍ରୋଭରଙ୍କ ଦ୍ୱାରା କରାଯାଇଥିଲା। ସେହି ଦିନଠାରୁ ଭିକି ଏବଂ ବରୁଣ ବନ୍ଧୁତା ଗଢି ଉଠିଥିଲା । ଭିକି ଫିଲ୍ମ 'ଅଲ ଇଣ୍ଡିଆ ରାଙ୍କ'ର ଟ୍ରେଲର ସେୟାର କରି ନିଜର ବନ୍ଧୁତା ବଜାୟ ରଖିଛନ୍ତି ।

ଫିଲ୍ମ 'ଅଲ ଇଣ୍ଡିଆ ରାଙ୍କ'ର ଟ୍ରେଲର ସେୟାର କରିବାବେଳେ ବିକି କୌଶଲ କ୍ୟାପସନରେ ଲେଖିଛନ୍ତି - ସିନେମା ଜଗତରେ ଆମର ଉଭୟ ଇଞ୍ଜିନିୟରଙ୍କ ଯାତ୍ରା' ମସାନ 'ରୁ ଆରମ୍ଭ ହୋଇଥିଲା । 'ଅଲ ଇଣ୍ଡିଆ ରାଙ୍କ'ର ଟ୍ରେଲର ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଦର୍ଶକ ଏହି ଦମଦାର ଟ୍ରେଲରକୁ ବେଶ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମ 23 ଫେବୃଆରୀ 2024 ରେ ମୁକ୍ତିଲାଭ କରିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+