Get Updates
Get notified of breaking news, exclusive insights, and must-see stories!

ମାଆ ହେଲେ ଆଲିଆ ଭଟ୍ଟ, ପରିବାରକୁ ସ୍ବାଗତ କଲେ ବେବି ଗର୍ଲ

ମାଆ ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। କପୁର ପରିବାରକୁ ସ୍ବାଗତ କଲେ ବେବି ଗର୍ଲ।

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । କନ୍ୟା ସନ୍ତାନକୁ କପୁର ପରିବାରକୁ ୱେଲକମ କରାଯାଇଛି । ଖବର ପ୍ରଚାର ହେବା ପରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ସହିତ ବଲିଉଡ ଷ୍ଟାର ଶୁଭେଚ୍ଛା ଜଣାଉଥବା ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ସେଲିବ୍ରେଟୀ ଦମ୍ପତି ଖୁସି ଖବର ନିଜେ ପ୍ରକାଶ କରି ନାହାଁନ୍ତି ।

alia bhat baby

ଆଜି ସକାଳ 8.30 ମିନିଟରେ ଅଭିନେତ୍ରୀ ଆଲିଆ ଭଟ୍ଟ ମୁମ୍ବାଇର ଅମ୍ବାନୀ ହସ୍ପିଟାଲରେ ନଜର ଆସିଥିଲେ । ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ନବଜାତକ ସୁସ୍ଥ ଥିବା ନେଇ ମିଡିଆ ରିପୋର୍ଟରୁ ଜଣାପଡିଛି ।

ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାରରେ କନ୍ୟା ସନ୍ତାନ ନେଇ ଖୁସିର ଲହରୀ ଖେଳିଯାଇଛି । ବେଲି ଗର୍ଲକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ଉଭୟ ପରିବାର । ଚଳିତ ବର୍ଷ ଏହି ପରିବାର ପାଇଁ ସେଲିବ୍ରେସନର ବର୍ଷ । ପ୍ରଥମେ ବିବାହ ଏହାପରେ ବର୍ତ୍ତମାନ ପ୍ରଥମ ସନ୍ତାନର ଖୁସି ମନାଇବେ ରଣବୀର କପୁର ଏବଂ ପରିବାର। ଚଳିତ ମାସ ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଲଭ ବର୍ଡ । ଜୁନରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ଆଉ ଆଜି ଉଭୟ ପ୍ରଥମ ଥର ପାଇଁ ମାତାପିତା ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+