'ଓଡ଼ିଶା ମୋ ପରିବାର' ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଲେ ଖିଲାଡ଼ି କୁମାର

ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଜଣାଇଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ କୃତଜ୍ଞତା ଜଣାଇଲେ ଅକ୍ଷୟ ।

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଜଣାଇଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ କୃତଜ୍ଞତା ଜଣାଇଲେ ଅକ୍ଷୟ । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି ।

Akshay Kumar

ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାସଙ୍କ ସମସ୍ତ ସହାୟତା ଏବଂ ସାହାଯ୍ୟ ଜାରି ରହିଥିଲା । ଫଳରେ ଭୂୟାଁଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ସୁବାସ । ମେଡିକାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିଥିଲା । ଏଥିପାଇଁ ଅଭିନେତା ତଥା ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସୁବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+