Get Updates
Get notified of breaking news, exclusive insights, and must-see stories!

ଅକ୍ଷୟ କୁମାରଙ୍କ ଏହି ବଡ଼ ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା

ତାମିଲନାଡୁରେ ନିର୍ଦ୍ଦେଶକ ପା. ରଞ୍ଜିଥଙ୍କ ଫିଲ୍ମ 'ଆର୍ୟା'ର ସୁଟିଂ ସମୟରେ ଷ୍ଟଣ୍ଟ ଚାଲିଥିଲା । ଏହି ଷ୍ଟଣ୍ଟ କରୁଥିବା ବେଳେ ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୁଃଖଦ ଦୁର୍ଘଟଣା ପରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଥିବା ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନଙ୍କ ପାଇଁ ବୀମା କରିଛନ୍ତି ।

Akshay Kumar

ଅକ୍ଷୟ କୁମାର ସାରା ଭାରତରେ ପ୍ରାୟ ୭୦୦ଜଣ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନମାନଙ୍କ ପାଇଁ ଜୀବନ ବୀମା କରାଇଛନ୍ତି । ଅକ୍ଷୟ କୁମାରଙ୍କ ଏହି ପଦକ୍ଷେପରେ, ଆକ୍ସନ୍ କ୍ରୁ ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ବୀମା ଦିଆଯାଇଛି । ଷ୍ଟଣ୍ଟମ୍ୟାନମାନଙ୍କ ପାଇଁ ଅକ୍ଷୟଙ୍କ ଏହି ବଡ଼ ପଦକ୍ଷେପକୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରା ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+