Get Updates
Get notified of breaking news, exclusive insights, and must-see stories!

Oscar 2025: ଓସ୍କାର 2024ରେ ଏଣ୍ଟ୍ରି କଲା 'ସ୍ୱତନ୍ତ୍ର ବୀର ସାବରକର'

Oscar 2025: ଏଥର ଓସ୍କାର ପୁରସ୍କାର 2025'ରେ ପୁଣି ଇତିହାସ ରଚିପାରେ ଭାରତ । 'ଲାପତା ଲେଡିଜ୍' ପରେ ପୁଣି ଆଉ ଏକ ହିନ୍ଦୀ ସିନେମା ଆନୁଷ୍ଠାନିକ ଭାବରେ ଓସ୍କାର 2025 ରେ ପ୍ରବେଶ କରିଛି। ଏହି ଖବର ପ୍ରକାଶ ପାଇବା ପରେ ସିନେମା ଜଗତ ସମେତ ସାରା ଦେଶରେ ଉତ୍ସାହର ମାହୋଲ ।

ରଣଦୀପ ହୁଡାଙ୍କ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର' ବର୍ତ୍ତମାନ ଓସ୍କାର 2025ରେ ଏଣ୍ଟ୍ରି କରିଛି । 22 ମାର୍ଚ୍ଚ 2024 ରେ ମୁକ୍ତିଲାଭ କରିଥିବା ରଣଦୀପ ହୁଡାଙ୍କ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର' ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି । ବର୍ତ୍ତମାନ ଏହି ରିପୋର୍ଟକୁ ଅଫିସିଆଲି ଭାବେ ନିଶ୍ଚିତ ମଧ୍ୟ କରାଯାଇଛି। ଏନେଇ ଫିଲ୍ମର ନିର୍ମାତା ମାନେ ଏକ ପୋଷ୍ଟ ସେୟାର କରି ଦର୍ଶକଙ୍କୁ ଏନେଇ ସୂଚନା ଦେଇଛନ୍ତି । ରଣଦୀପ ହୁଡା, ସନ୍ଦୀପ ସିଂ ଏବଂ ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହା ଅଫିସିଆଲି ଘୋଷଣା କରାଯାଇଛି ।

Oscar 2024

ଜଣେ ପ୍ରଶଂସକ ଲେଖିଛନ୍ତି- 'ୱା ... ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଓସ୍କାର ପାଇବାକୁ ଯୋଗ୍ୟ' । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି 'ଶେଷରେ ସିନେମାକୁ ତାକ ଅଧିକାର ମିଳିଛି।' ଏହା ବ୍ୟତୀତ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଫିଲ୍ମ ଦଳକୁ ଅଭିନନ୍ଦନ ଜଣାଉଛନ୍ତି । ଇଶା ଗୁପ୍ତା ଏବଂ ଗୌହର ଖାନଙ୍କ ସମେତ ଅନେକ ତାରକା ଦଳକୁ ଇ ଅଭିନନ୍ଦନ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+