ସୋଶଲ ମିଡିଆରେ ଆଦିତ୍ୟଙ୍କ ଝିଅର ପ୍ରଥମ ଝଲକ
ସୋଶଲ ମିଡିଆରେ ଝିଅର ଫଟୋ ସେୟାର ଗାୟକ ଆଦିତ୍ୟ ନାରାୟଣ । ଚଳିତ ବର୍ଷ ପ୍ରଥମ ଥର ପାଇଁ ପିତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଆଦିତ୍ୟ ।
ମୁମ୍ବାଇ: ସୋଶଲ ମିଡିଆରେ ଝିଅର ଫଟୋ ସେୟାର ଗାୟକ ଆଦିତ୍ୟ ନାରାୟଣ । ଚଳିତ ବର୍ଷ ପ୍ରଥମ ଥର ପାଇଁ ପିତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଆଦିତ୍ୟ । ଗତ ମାର୍ଚ୍ଚ 24 ତାରିଖରେ ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଆଦିତ୍ୟ ନାରାୟଣ ତିନିମାସ ପରେ ଝିଅର ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ।

ଏହାପୂର୍ବରୁ ଆଦିତ୍ୟ କହିଥିଲେ, 'ଶ୍ୱେତା ଏବଂ ମୁଁ ଆମ ଜୀବନର ଏହି ନୂଆ ଆରମ୍ଭକୁ ଅପେକ୍ଷା କରିଛୁ, ଏହା ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ, ମୁଁ ସବୁବେଳେ ପିଲାମାନଙ୍କୁ ବହୁତ ଭଲପାଏ ଏବଂ ମୁଁ ଦିନେ ପିତା ହେବାକୁ ଚାହୁଁଥିଲି। ବର୍ତ୍ତମାନ, ଶ୍ୱେତାଙ୍କୁ ଅଧିକ କାମ କରିବାକୁ ପଡିପାରେ, ଯେହେତୁ ମୁଁ ପିଲାଠୁ କିଛି କମ୍ ନୁହେଁ।












Click it and Unblock the Notifications