ଜବରଦସ୍ତ ଆୟ କରୁଛି ଫିଲ୍ମ 'ଆଦିପୁରୁଷ', ଦେଖନ୍ତୁ କେତେ କୋଟିର କଲାଣି ବ୍ୟବସାୟ
ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ଓମ୍ ରାଉତଙ୍କ ଫିଲ୍ମ 'ଆଦିପୁରୁଷ'ମୁକ୍ତିଲାଭ କରିଛି । ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ରଟି ପ୍ରଥମ ଦିନରେ 90 କୋଟି ବ୍ୟବସାୟ କରିଛି । ଏହି ବିଗ୍ ବଜେଟ ଫିଲ୍ମଟି 5 ଟି ଭାଷାରେ ମୁକ୍ତିଲାଭ କରିଥିବା ବେଳେ କେବଳ ହିନ୍ଦୀ ସ୍କ୍ରିନିଂରେ 36-38 କୋଟି ଟଙ୍କାର ଆୟ କରିଛି ।
ପ୍ରଥମ ଦିନରେ ବକ୍ସ ଅଫିସରେ 'ଆଦିପୁରୁଷ'ର ଦବଦବା ଦେଖିବା ପାଇଁ ମିଳୁଛି । ତେବେ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହି ବିଗ୍ ବଜେଟ ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳୁଛି । ସେହିପରି ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

ରିଲିଜ୍ ହେବାର ପ୍ରଥମ ଦିନରେ 'ଆଦିପୁରୁଷ'ର ଆୟ
କରୋନା ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଚଳଚ୍ଚିତ୍ର 'ପଠାନ୍' ଏବଂ 'କେଜିଏଫ୍ 2' ପରେ ଏହା ତୃତୀୟ ଶ୍ରେଷ୍ଠ ଓପନିଂ ଫିଲ୍ମ ହୋଇପାରିଛି । ଫିଲ୍ମଟି ହିନ୍ଦୀ ସ୍କ୍ରିନିଂରେ 36-38 କୋଟି ଟଙ୍କା ରୋଜଗାର କରିଛି । ତେବେ ଫିଲ୍ମର ପ୍ରଥମ ଦିନର ଆୟ 90 କୋଟି ହିନ୍ଦୀ ବ୍ୟତୀତ ଫିଲ୍ମ 'ଆଦିପୁରୁଷ' ବିଦେଶରେ ମଧ୍ୟ ଜବରଦସ୍ତ ଆୟ କରିଛି । ପ୍ରଥମ ଦିନରେ ଫିଲ୍ମଟି ପୁରା ବିଶ୍ୱରେ 140-150 କୋଟି ଟଙ୍କାର ବ୍ୟବସାୟ କରିଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications