ଶାଢ଼ୀରେ ନଜର ଆସିଲେ ଉର୍ଫି,ସମାଲୋଚନା କଲେ ଫ୍ୟାନ୍ସ

Actress ,MUMUBAI ,URFI ,BOLLYWOOD ,TRENDING ,VIRAL , Internet Internet sensatioNଆଜି ଇଦ୍ ଅବସରରେ ଉର୍ଫି ତାଙ୍କ ପୋଷାକ ସହିତ ପ୍ରଶଂସକଙ୍କୁ ପୁଣି ଆଶ୍ଚର୍ଯ୍ୟ କରିଛନ୍ତି । କିଛି ଲୋକ ତାଙ୍କ ଲୁକକୁ ପ୍ରଶଂସା କରୁଥିବାବେଳେ କେହି କେହି ତାଙ୍କୁ ପ୍ରତ

ମୁମ୍ବାଇ:ଅଭିନେତ୍ରୀ ଉର୍ଫି ଜାଭେଦ୍ ଏବେ ଇଣ୍ଟରନେଟ୍ ସେନ୍ସେସ୍ ପାଲଟିଛନ୍ତି । ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ । ତାଙ୍କ ଅଦ୍ଭୁତ ଫ୍ୟାଶନ ପାଇଁ ସେ ରହିଥାନ୍ତି ଟକ୍ ଅଫ୍ ଦା ଟାଉନ୍ ।ଉର୍ଫି ନିଜ ଡ୍ରେସ ପାଇଁ ଅନେକ ଥର ଟ୍ରୋଲ ହୋଇଥିଲେ କିନ୍ତୁ ସେ ଟ୍ରୋଲ ମଧ୍ୟ ହୋଇଥାନ୍ତି ।ସେ ଏଥି ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ ସେ ଯାହା ପିନ୍ଧିବାକୁ ପସନ୍ଦ କରନ୍ତି ତାହା ହିଁ ପିନ୍ଧନ୍ତି ।ଆଜି ଇଦ୍ ଅବସରରେ ଉର୍ଫି ତାଙ୍କ ପୋଷାକ ସହିତ ପ୍ରଶଂସକଙ୍କୁ ପୁଣି ଆଶ୍ଚର୍ଯ୍ୟ କରିଛନ୍ତି । କିଛି ଲୋକ ତାଙ୍କ ଲୁକକୁ ପ୍ରଶଂସା କରୁଥିବାବେଳେ କେହି କେହି ତାଙ୍କୁ ପ୍ରତ୍ୟେକ ଥର ଭଳି ସମାଲୋଚନା କରୁଛନ୍ତି।ଏଥର ଉର୍ଫି ଏକ ଶାଢି଼ରେ ନଜର ଆସିଛନ୍ତି।

ଉର୍ଫିଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥର ଫ୍ୟାନ୍ସଙ୍କୁ ତାଙ୍କ ଶାଢ଼ୀ ଲୁକ୍ ଦେଖିବା ପାଇଁ ମିଳିଛି । ଉର୍ଫି ଏକ ନୀଳ କଟ-ଆଉଟ୍ ବ୍ଲାଉଜ୍ ସହିତ ହଳଦିଆ ଫୁଲର ଏକ ଶାଢ଼ୀ
ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଛନ୍ତି । ଉର୍ଫିଙ୍କ ଭିଡିଓ ଓ ଫଟୋରେ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳିଥିଲା । ନିଜ ଲୁକ ପାଇଁ ସେ ଅନେକ ପ୍ରଶଂସା ସାଉଁଟୁଥିବା ବେଳେ କିଛି ଲୋକ ଉର୍ଫିଙ୍କ ଏହି ଲୁକ ପାଇଁ ସମାଲୋଚନା କରୁଛନ୍ତି ।ନିକଟରେ ରଣବୀର ସିଂ ଉର୍ଫିଙ୍କୁ ଫ୍ୟାସନ ଆଇକନ୍ ବୋଲି କହିଥିଲେ ଯାହାକୁ ନେଇ ବେଶ୍ ଖୁସ ଅଛନ୍ତି ଉର୍ଫି

URFI
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+