Get Updates
Get notified of breaking news, exclusive insights, and must-see stories!

ସପ୍ତମ ଶ୍ରେଣୀରେ ଲଭ୍ ଲେଟର୍ ଲେଖିଥିଲେ ସାଇ ପଲ୍ଲବୀ

Actress Sai Pallavi says she was beaten by her parents for writing a love letter ସପ୍ତମ ଶ୍ରେଣୀରେ ଲଭ୍ ଲେଟର୍ ଲେଖିଥିଲେ ସାଇ ପଲ୍ଲବୀ

ମୁମ୍ବାଇ: ସପ୍ତମ ଶ୍ରେଣୀରେ ଜଣେ ପୁଅ ପାଇଁ ଲଭ୍ ଲେଟର୍ ଲେଖିଥିଲେ ସାଉଥର ପପୁଲାର ଅଭିନେତ୍ରୀ ସାଇ ପଲ୍ଲବୀ । ଯେଉଁଥି ପାଇଁ ତାଙ୍କୁ ବାପା ମା'ଙ୍କଠୁ ଖୁବ ମାଡ ମଧ୍ୟ ଖାଇବା ପାଇଁ ପଡିଥିଲା ।ଯେଉଁ ଦିନଠୁ ସେଚିଠି ଲେଖିବା ପାଇଁ ଭୟ କରନ୍ତି । ଓ ଜୀବନରେ କେବେ ଆଉ ସେ ଚିଠି ଲେଖି ନଥିଲେ ।ଯାହାର ଖୁଲାସା ସାଇ ପଲ୍ଲବୀ ନିଜେ ନେଟଫ୍ଲିକ୍ସର ୟୁଟ୍ୟୁବ୍ ଚ୍ୟାନେଲ୍ ମାଇଁ ଭିଲେଜ୍ ନାମକ ଶୋ'ରେ କହିଛନ୍ତି ।

ନିକଟରେ ନିଜ ଫିଲ୍ମର ପ୍ରମୋସନ ପାଇଁ ସାଇ ପଲ୍ଲବୀ ନିକଟରେ ମାଇଁ ଭିଲେଜ୍ ଶୋ'ରେ ପହଁଚିଥିଲେ ।ଯେଉଁଠି ତାଙ୍କୁ ଫିଲ୍ମ ବିଷୟରେ ପଚାରାଯାଇଥିଲା । ତେବେ ଫିଲ୍ମ Virata Parvamରେ ଯେଉଁ ଚିଠି ସେ ଲେଖିଥିଲେ ତାହା ସେ ନିଜେ ଲେଖିଥିଲେ ନା କେବଳ ଅଭିନୟ ଥିଲା ବୋଲି ପଚାରିବାରୁ ଖୁବ ହସି ଥିଲେ ଅଭିନେତ୍ରୀ । ତେବେ ଏହି ଚିଠି ସେ ନିଜେ ଲେଖିଥିଲେ ବୋଲି କହିଥିଲେ ।
ହେଲେ ନିଜ ରିୟଲ ଲାଇଫରେ ସେ କେବଳ ଥରେ ମାତ୍ରେ ଚିଠି ଲେଖିଥିଲେ । ତେବେ ସାଇ ପଲ୍ଲବୀଙ୍କ ଫିଲ୍ମ ବିରାଟ ପାର୍ବମକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।

sai
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+