ଅଭିନୟ ଛାଡି ଭିକ ମାଗିଲେ ଅଭିନେତ୍ରୀ !
ଅଭିନୟ ଛାଡି ଭିକ ମାଗିଲେ ଅଭିନେତ୍ରୀ !
ମୁମ୍ବାଇ: ଆପଣ ଏପରି ଅନେକ ଅଭିନେତ୍ରୀଙ୍କ ବିଷୟରେ ଶୁଣିଥିବେ ଯେ ବିବାହ ପରେ ବା ପିଲା ହେବା ପରେ ଅଭିନୟ ଜଗତରୁ ଦୂରାଇ ଯାଆନ୍ତି । ହେଲେ ଖୁବ କମ କଳାକାର ପରିବାର ପାଇଁ ନୁହେଁ ବରଂ ଭଗବାନଙ୍କ ପାଇଁ ସବୁ ଦିନ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥାନ୍ତି । ଟିଭି ଅଭିନେତ୍ରୀ ନୂପୁର ଅଳଙ୍କାର ଏବେ ଲାଇଟ୍, କ୍ୟାମେରା, ଆକ୍ସନକୁ ଛାଡି ହାତରେ ଥାଳି ଧରି ଭିକ ମାଗୁଛନ୍ତି ! ଏହି ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

କୋଭିଡ ପରେ ଅଭିନେତ୍ରୀ ଏପରି ନିଷ୍ପତ୍ତି ନେଇଥିଲେ । ଲାଇମ ଲାଇଟ ଛାଡି ସେ ଆପଣାଇଛନ୍ତି ସନ୍ୟାସ । ସେ ଏହି ବୈରାଗ୍ୟ ଜୀବନରେ ବଞ୍ଚିବା ପାଇଁ ସମସ୍ତ ପ୍ରକାର ନିୟମ ମାନୁଛନ୍ତି । ହାତରେ ଥାଳି ଧରି ଭିକ ମାଗିବା ପାଇଁ ମଧ୍ୟ ପଛାଇ ନାହଁନ୍ତି । ସନ୍ୟାସ ଧର୍ମ ଗ୍ରହଣ କଲା ପରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି ନୁପୂରୁ । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ହାତ ପତାଇ ଭିକ ମାଗୁଥିବାର ନଜର ଆସୁଛନ୍ତି । ଏହା ସହ ତାଙ୍କୁ ଭିକ୍ଷାରେ କ'ଣ କ'ଣ ମିଳିଛି ତାହା ମଧ୍ୟ ସେ ୟୁଜର୍ସଙ୍କୁ ଦେଖାଇଛନ୍ତି ।
ସୂଚନା ଅନୁସାରେ ସେ ଫେବୃଆରୀରେ ସନ୍ୟାସ ଗ୍ରହଣ କରିଥିଲେ । ଏବେ ସେ ତୀର୍ଥଯାତ୍ରାରେ ବ୍ୟସ୍ତ ରବିବା ସହ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି । ନିଜ କ୍ୟାରିୟରରେ ସେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ସ୍ୱରାଗିନି, ଆଗଲେ ଜନମ ମୋହେ ବିଟିୟା ହି କିଜୋ' ଭଳି ସିରିଏଲରେ ସେ କାମ କରି ଦର୍ଶକଙ୍କ ମନରେ ନିଜ ଅଭିନୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ । ଏବେ ଟେଲିଭିଜନ ଜଗତରୁ ଅବସର ନେଇଛନ୍ତି ନୁପୁର ଆଲଙ୍କା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications