କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ କିରଣ ଖେର୍, ଟ୍ୱିଟ୍ କରି ଦେଲେ ସୂଚନା

କରୋନାରେ ଆକ୍ରାନ୍ତ ହେଲେ ଚଣ୍ତିଗଡ଼ର ସାଂସଦ ତଥା ଅଭିନେତ୍ରୀ କିରଣ ଖେର୍ । ସୋମବାର ଦିନ ସେ ଟେଷ୍ଟ୍ କରାଇଥିଲେ ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ପରେ ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

kirron kher

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହେଲେ ଚଣ୍ତିଗଡ଼ର ସାଂସଦ ତଥା ଅଭିନେତ୍ରୀ କିରଣ ଖେର୍ । ସୋମବାର ଦିନ ସେ ଟେଷ୍ଟ୍ କରାଇଥିଲେ ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ପରେ ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

ସେ ଟ୍ୱିଟ୍ କରି ଲେଖିଛନ୍ତି, ମୋର୍ କୋଭିଟ୍-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁ ମାନ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନ ତୁରନ୍ତ ନିଜ ଟେଷ୍ଟା କରାଇ ନିଅନ୍ତୁ । ଏହି ପୋଷ୍ଟ ସେୟାର କରିବା ପରେ ପ୍ରଶଂସକ ଏବଂ ଶୁଭେଚ୍ଛୁ ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

କର୍କରଟ ରୋଗରେ ଆକ୍ରାନ୍ତ ହୋଇଥିଲେ
ପୂର୍ବରୁ ୨୦୨୧ରେ ବିଜେପି ନେତା କିରଣ ଖେର୍ ମଲ୍ଟିପଲ୍ ମାୟୋଲମା ନାମକ ଏକ ପ୍ରକାରର ରକ୍ତ କର୍କଟ ରୋଗରେ ଆକ୍ରନ୍ତ ହୋଇଥିଲେ । ଯାହା ପରେ ସେ ବିଦେଶ ଯାଇ ଚିକିତ୍ସା ପରେ ଭାରତ ଫେରିଥିଲେ । କ୍ୟାନ୍ସରରୁ ସୁସ୍ଥ ହେବ ପରେ ସେ ପୁଣି ଇଣ୍ତଷ୍ଟ୍ରିରେ କାମ ଆରମ୍ଭ କରିଦେଇଥିଲେ ତାଙ୍କୁ ରିଆଲିଟି ଶୋ'ଇଣ୍ତିଆସ୍ ଗଟ ଟ୍ୟାଲେଣ୍ଟରେ'ସେ ଜଜ୍ ଭାବେ ନଜର ଆସିଥିଲେ । ଅଭିନୟ ଛଡା ସେ ରାଜନୀତିରେ ମଧ୍ୟ ବେଶ୍ ସର୍କିୟ ଅଛନ୍ତି । ବର୍ତ୍ତମାନ ସେ ଲୋକସଭା ସାଂସଦ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+