Saif Ali Khan: nbsp; nbsp;ପୋଲିସ ସୈଫ ଅଲ୍ଲୀ ଖାନ ଆକ୍ରମଣ ମାମଲାର ତଦନ୍ତ ଜାରି ରହିଛି । ଏହାରି ମଧ୍ୟରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କ ଉପରେ ଛୁରାମାଡ଼ କରିଥିଲେ ।