ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋରି, ଛୁରାମାଡ଼ରେ ଅଭିନେତା ସୈଫ ଆହତ
ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁରଙ୍କ ଘରେ ଚୋରି । ସୈଫଙ୍କୁ ଛୁରାମାଡ଼। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଚୋର ସୈଫଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଛି। ଫଳରେ ସୈଫ ଅଲ୍ଲୀ ଖାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟା ବେଳେ ଏଭଳି ଘଟଣା ଘଟିଛି। ଅଭିନେତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।













Click it and Unblock the Notifications