ICU'ରୁ ବାହାରିଲେ ଅଭିନେତା ସୈଫ୍ ଅଲ୍ଲି ଖାନ
Bollywood News: ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ICU ରୁ ଏକ ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଉଛି। ସୈଫ୍ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ସୈଫଙ୍କୁ ଚାଲିବାରେ କୌଣସି ଅସୁବିଧା ନାହିଁ। ତାଙ୍କୁ ୧ ସପ୍ତାହ ପାଇଁ ବିଛଣାରେ ବିଶ୍ରାମ ନେବା ପାଇଁ ପଡିବ । ୨-୩ ଦିନ ମଧ୍ୟରେ ଡିସଚାର୍ଜ କରାଯିବା ନେଇ ସୂଚନା ରହିଛି ।

ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସର ୩୫ଟି ଦଳ ଗଠନ କରାଯାଇଛି । ୨୦ଟି ସ୍ଥାନୀୟ ପୋଲିସ ଦଳ ଏବଂ ୧୫ଟି କ୍ରାଇମବ୍ରାଞ୍ଚ ଦଳ।












Click it and Unblock the Notifications