ରିଲିଜ ହେଲା 'ଦ ଘୋଷ୍ଟ'ର ଟିଜର୍ , ପ୍ରଶଂସା ସାଉଁଟୁଛନ୍ତି ନାଗାର୍ଜୁନ

Actor Nagarjuna's upcoming movie 'The Ghost' will release in theatres on October 5.ରିଲିଜ ହେଲା 'ଦ ଘୋଷ୍ଟ'ର ଟିଜର୍ , ପ୍ରଶଂସା ସାଉଁଟୁଛନ୍ତି ନାଗାର୍ଜୁନ

ରିଲିଜ ହେଲା 'ଦ ଘୋଷ୍ଟ'ର ଟିଜର୍ । ଏହି ଫିଲ୍ମକୁ ନେଇଁ ଅନେକ ଦିନରୁ ଚର୍ଚ୍ଚାରେ ଅଛନ୍ତି ନାଗାର୍ଜୁନ । ଏବେ 'ଦ ଘୋଷ୍ଟ'ର ଏକ ପୋଷ୍ଟର ରିଲିଜ କରାଯାଇଛି ଯେଉଁଥିରେ ନାଗାର୍ଜୁଙ୍କର ଲୁକକୁ ବେଶ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ । ଏହା ସହ ମେକର୍ସ ଫିଲ୍ମର ଏକ ଛୋଟ ଟିଜର ମଧ୍ୟ ରିଲିଜ କରିଛନ୍ତି ।ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନାଗାର୍ଜୁନଙ୍କ ଫିଲ୍ମ 'ଦ ଘୋଷ୍ଟ'ର ଟିଜର ଭିଡିଓ ସସପେନ୍ସ ଏବଂ ଥ୍ରୀଲର୍ରେ ପରିପୂର୍ଣ୍ଣ । ନିର୍ମାତା ନାଗାର୍ଜୁନଙ୍କ ଫିଲ୍ମ 'ଦ ଘୋଷ୍ଟ'ର ପ୍ରଥମ ଲୁକ୍ ଟିଜର ଭିଡିଓ ସେୟାର କରିଛନ୍ତି। ଏହି ଟିଜର ଭିଡିଓରେ ନାଗାର୍ଜୁନ ଜଣେ ଭଦ୍ରଲୋକଙ୍କ ପରି ସୁଟ୍ ବୁଟ୍ ପିନ୍ଧିଥିବାର ନଜର ଆସୁଛନ୍ତି । ହେଲେ ତାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

https://youtu.be/40sBTm2Qtzc?t=41

ପ୍ରାୟ ଏକ ମିନିଟ୍ ଲମ୍ବା 'ଦ ଘୋଷ୍ଟ'ରଏହି ଟିଜର ଭିଡିଓର ଆରମ୍ଭ ନାଗାର୍ଜୁନଙ୍କ ବ୍ୟାକଲୁକଠୁ ଆରମ୍ଭ ହୋଇଛି । ଯେଉଁଥିରେ ନାଗାର୍ଜୁନ ଦୁଇ ହାତରେ ଏକ ବଡ଼ ଖଣ୍ଡା ଧରିଥିବାର ନଜର ଆସୁଛନ୍ତି ।ଓ ସାମ୍ନାରେ ଠିଆ ହୋଇଥିବାଲୋକଙ୍କୁ କାଟୁଥିବାର ନଜର ଆସିଛନ୍ତି। ଭିଡିଓର ଶେଷ ଭାଗରେ, ନାଗାର୍ଜୁନ ସମ୍ମୁଖରେ ଥିବା ଚନ୍ଦ୍ରରକ୍ତ ଭଳି ଲାଲ ରଙ୍ଗର ଦେଖାଯାଉଛି ।ଏହା ପରେ ନାଗାର୍ଜୁନଙ୍କ ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଲୁକରେ ନଜର ଆସୁଛନ୍ତି ।
ନାଗାର୍ଜୁନଙ୍କ ଫିଲ୍ମ ୫ ଅକ୍ଟୋବରରେ ରିଲିଜ୍ ହେବ ।

NAGARJUN
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+