ଅଭିନେତା ଇମ୍ରାନ ହାଶମୀ ଗୁରୁତର ଆହତ
Actor Emraan Hashmi Injured: ବଲିଉଡ ଅଭିନେତା ଇମ୍ରାନ ହାଶମୀ ହେଲେ ଗୁରୁତର ଆହତ । ହାଇଦ୍ରାବାଦରେ ଏକ ଚଳଚ୍ଚିତ୍ରର ଆକ୍ସନ୍ ସିନ୍ ସୁଟିଂ କରୁଥିବାବେଳେ ଇମ୍ରାନ ଆହତ ହୋଇଛନ୍ତି । ଖବର ମୁତାବକ, ଇମ୍ରାନ 'Godachari 2' ଫିଲ୍ମର ସେଟରେ ଷ୍ଟଣ୍ଟ୍ କରୁଥିଲେ। ଏହି ସମୟରେ ସେ ଆହତ ହୋଇଛନ୍ତି ।













Click it and Unblock the Notifications